ଏମିତି ଭାବରେ ନୀତିଦିଆନ ଖାଆନ୍ତୁ ବାସି ରୁଟି, ମିଳିବ ଚମତ୍କାର ଫାଇଦା

ବାସୀ ରୁଟି ଦେହ ପାଇଁ କ୍ଷତିକାରକ ଭାବି ଆମେ ଫିଙ୍ଗି ଦେଇ ଥାଉ ମାତ୍ର ଏହା ଆମ ଶରୀର ପାଇଁ କେତେ ଉପଯୋଗୀ ତାହା ବହୁତ କାମ ଲୋକେ ଜାଣନ୍ତି । ଆସନ୍ତୁ ଜାଣିବା ବାସି ରୁଟି ଖାଇଲେ କଣ କଣ ଲାଭ ମିଳିଥାଏ :

ଆପଣଙ୍କୁ ଯଦି ଡାଇବେଟିସ୍‌ ହେଇଚି ତାହେଲେ ନିଶ୍ଚିତ ଖାଆନ୍ତୁ ବାସି ରୁଟି, ସକାଳେ କ୍ଷୀର ସହ ବାସି ରୁଟି ଖାଇଲେ ଶରୀରରେ ଶର୍କରା ସ୍ତର ସନ୍ତୁଳିତ ରହିଥାଏ ଯାଫଳରେ ଡାଇବେଟିସ୍‌ ବି କଣ୍ଟ୍ରୋଲ ରେ ରୁହେ ।

ବାସି ରୁଟି କୁ କ୍ଷୀର ସହ ଖାଇଲେ ଏହା ଶରୀରରେ ରକ୍ତଚାପ କୁ ବି ନିୟନ୍ତ୍ରଣ କରିଥାଏ ।

ଆପଣ ଯଦି ଜିମ ରେ ବ୍ୟାୟାମ କରନ୍ତି ତାହାଲେ ମଧ୍ୟ ବାସି ରୁଟି ଖାଆନ୍ତୁ, ଶରୀରର ପାଇଁ ବହୁତ ଉପଯୋଗୀ ହୋଇଥାଏ ।

Reply