ଏହି ରାଶିର ଲୋକେ ପରସ୍ପର ପାଇଁ ଜନ୍ମ ହୋଇଥାନ୍ତି, ବିବାହ ପରେ ଏମାନଙ୍କ ମଧ୍ୟରେ ହୋଇଥାଏ ଗଭୀର ପ୍ରେମ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ପରସ୍ପର ବିବାହ କଲେ ଜୀବନ ରେ ସଦାବେଳେ ସୁଖ ଏବଂ ଶାନ୍ତି ମିଳିଥାଏ । ବେଳେବେଳେ ଦୁଇଟି ରାଶିର ଲୋକେ ମିଶିଲେ ଗୋଟେ ଭଲ ଓ ଦୃଢ ସମ୍ପର୍କ ତିଆରି ହୁଏ ତ ଅନ୍ୟ କିଛି ରାଶି ମିଶିଲେ ସେ ସ୍ମାରକ ଅଧିକ ଦିନ ଯାଏ ରହି ନଥାଏ । ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ …

ମେଷ ଓ କୁମ୍ଭ :-

ଏହି ଦୁଇଟି ରାଶି ଜଳ ତତ୍ୱ ର ପ୍ରତିନିଧିତ୍ବ କରିଥାନ୍ତି । ଯାହାଫଳରେ ଏମାନଙ୍କର ସମ୍ବନ୍ଧ ଅଲୌକିକ ହୋଇଯାଏ । ଏମାନଙ୍କର ଏହି କନେକ୍ସନ ସବୁ ସ୍ତିତି ରେ ଏମାନଙ୍କୁ ପରସ୍ପର ସହିତ ଯୋଡି ରଖିଥାଏ ।

ବୃଷ ଓ କର୍କଟ :-

ବୃଷ ଓ କର୍କଟ ରାଶି ର ଲୋକେ ପରସ୍ପର କୁ ବହୁତ ଭଲ ରେ ବୁଝିପାରନ୍ତି । ଏମାନେ ଏକ ମଜବୁତ ଶାରୀରିକ ଓ ମାନସିକ ସମ୍ବନ୍ଧ ରଖୁଥିବା ଲୋକଙ୍କ ମଧ୍ୟରୁ ଜଣେ । ଏମାନଙ୍କର ଏହି ଗୁଣ ପ୍ରେମ ସମ୍ବନ୍ଧ କୁ ବହୁତ ମଜବୁତ ରଖିଥାନ୍ତି ।

ମିଥୁନ ଓ କୁମ୍ଭ :-

ଏହି ଦୁଇଟି ରାଶି ଅତ୍ୟଧିକ ଭାବୁକ ଅଟନ୍ତି, ଏଥିପାଇଁ ଏମାନେ ପରସ୍ପର ର ଭାବନା କୁ କ୍ଷତି ପହଞ୍ଚାନ୍ତି ନାହିଁ । ଏମାନେ ପରସ୍ପର ପ୍ରତି ସମ୍ପୂର୍ଣ ଭାବରେ ସମର୍ପିତ ହୋଇଥାନ୍ତି ।

କର୍କଟ ଓ ମୀନ :-

ଯଦି ଏହି ଦୁଇଟି ରାଶି ର ମିଳନ ହୁଏ ତେବେ ନିଃସନ୍ଦେହ ଏହା ଜୀବନ ରେ ରୋମାଞ୍ଚ ର ଆରମ୍ଭ ପରି ହୋଇଥାଏ । ଏମାନେ ରୋମାଞ୍ଚ କୁ ଅଧିକ ଧ୍ୟାନ ଦେଇଥାନ୍ତି ।

ସିଂହ ଓ ଧନୁ :-

ଏହି ଦୁଇଟି ରାଶି ର ଲୋକେ ପରସ୍ପର ର ଜୀବନ ଓ ତାର ପସନ୍ଦ-ନାପସନ୍ଦ କୁ ବହୁତ ଏଞ୍ଜଏ କରିଥାନ୍ତି । ଏମାନେ ଶେଷ ପର୍ଯ୍ୟନ୍ତ ନିଜ ସମ୍ବନ୍ଧ କୁ ଏଞ୍ଜଏ କରି ତାକୁ ଜୀବନ୍ତ କରିବାକୁ ଚେଷ୍ଟା କରିଥାନ୍ତି ।

କନ୍ୟା ଓ ବୃଷ :-

ଏମାନେ ସଚ୍ଚୋଟ ଓ ସମର୍ପିତ ହୋଇଥାନ୍ତି, ଏଥିପାଇଁ ଏମାନଙ୍କର ପ୍ରେମ ସମ୍ବନ୍ଧ ବହୁତ ଲମ୍ବା ଚାଲିଥାଏ ।

ତୁଳା ଓ ମିଥୁନ :-

ଏହି ଦୁଇଜଣ ଲୋକ ବୌଦ୍ଧିକ କ୍ଷମତା ରେ ଧନୀ ହୋଇଥାନ୍ତି, ଏଥିପାଇଁ ଏମାନଙ୍କର ମିଳନ ବହୁତ ଭଲ ହୋଇଥାଏ । ଏହି ଦୁଇଜଣ ନା ଖାଲି ଶାରୀରିକ ବରଂ ମାନସିକ ରୂପରେ ମଧ୍ୟ ପରସ୍ପର ସହିତ କନେକ୍ସନ ରଖିଥାନ୍ତି ।

ବିଛା ଓ କର୍କଟ :-

ଏହି ଦମ୍ପତି ଟିକେ ଅଲଗା ଅଟନ୍ତି । ଏମାନେ ଅନ୍ୟ ର ଭାବନା ଓ ମାନସିକତା କୁ ସମ୍ପୂର୍ଣ ଭାବରେ ବୁଝିପାରନ୍ତି । ପରସ୍ପର ସହ ଏମାନେ ଭଲ ସମୟ ବିତାନ୍ତି କିନ୍ତୁ ବ୍ୟକ୍ତିଗତ ନିଜତା ଓ ଆଜାଦୀ ର ମଧ୍ୟ ଏମାନେ ଖାସ ଧ୍ୟାନ ରଖନ୍ତି ।

Leave a Reply

Your email address will not be published. Required fields are marked *