page contents

ସ୍ୱପ୍ନରେ ଦେବୀ ମା ଦେଖାଦେଲେ ଏହି ସଙ୍କେତ୍ ମିଲିଥାଏ , ଜାଣନ୍ତୁ କଣ ଅଟେ ଏହାର ମତଲବ…

ବନ୍ଧୁଗଣ ଏହି ଦୁନିଆଁରେ ଏମିତି କେଉଁ ଲୋକ ଥିବ ଯିଏ ରାତିରେ ସ୍ୱପ୍ନ ଦେଖୁନଥିବ , ସ୍ୱପ୍ନ ଏପରି ଏକ ଜିନିଷ ହୋଇଥାଏ , ଯାହାକି ସମସ୍ତଙ୍କୁ ଆସିଥାଏ , ଯିଏ ବି ସ୍ୱପ୍ନ ଦେଖିଥାଏ , ତାହାକୁ ଖରାପ ଭଲ ଅଜବ ଧରଣର ସ୍ୱପ୍ନ ଦେଖାଦେଇଥାଏ , ଏମିତି କୁହାଯାଏ କି ସ୍ୱପ୍ନ ଦେଖାଯିବାର ମତଲବ କିଛି ନା କିଛି ଜିନିଷ ସହ ସଂମ୍ପର୍କ ରହିବା , କିଛି ଲୋକ ଏମିତି ବି କହନ୍ତି କି ଆପଣଙ୍କ ସ୍ୱପ୍ନରେ ଯାହା ବି ଦେଖାଦିଏ ତାହା ଆସୁଥିବା ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାଏ , ଏହା ସ୍ୱପ୍ନରେ କହିବାକୁ କ୍ଷମତା ରଖେ କି ଆପଣଙ୍କ ଆସୁଥିବା ସମୟ କିପରି କଟିବ ,ଆପଣମାନେ ସ୍ୱପ୍ନରେ ବହୁତ ସାରା ଜିନିଷ ଦେଖିଥିବେ , କିଛି ଭାଗ୍ୟଶାଳୀ ଲୋକେ ସ୍ୱପ୍ନରେ ଭଗବାନ ବି ଦେଖା ଦେଇଥାନ୍ତି , ମାନେ ଆପଣଙ୍କୁ ସ୍ୱପ୍ନରେ ଭଗବାନ ଦେଖାଗଲେ ଆପଣଙ୍କ ମନରେ ଏହା ବିଚାର ଆସୁଥିବ କି ଏହାର କି ମତଲବ ହୋଇପାରେ ,

ଶାସ୍ତ୍ରର ମୁତାବିକ ସ୍ୱପ୍ନରେ ଭଗବାନ ଦେଖାଦେଲେ ଏହା ଭଲ କିମ୍ବା ଖରାପ ଦୁହେଁର ସଙ୍କେତ ଦେଇଥାଏ , ଏହି କଥାରେ ନିର୍ଭର କରେ କି ସ୍ୱପ୍ନରେ ଭଗବାନ କେଉଁଠି ଓ କେଉଁ ରୁପରେ ଦେଖାଯିବେ , ବହୁତଥର ଭଗବାନ ସ୍ୱପ୍ନରେ ଆସି ଆପଣଙ୍କ ଖରାପ ସମୟ ବିଷୟରେ ସତର୍କ କରାଇଥାନ୍ତି , ଓ ବହୁତଥରଏପରି ସଙ୍କେତ ଦେଇଥାନ୍ତି କି ଆସୁଥିବା ସମୟରେ କଣ ଘଟିବାକୁ ଅଛି ।ଯେପରି ଜାଣିଛନ୍ତି କି ନବରାତ୍ରୀର ସମୟ ଆସିବାକୁ ଅଛି , ପୁରା ଦେଶରେ ଏହି ଉତ୍ସବକୁ ନେଇକରି ବହୁତ ଲୋକଙ୍କର ମନରେ ଉତ୍ସାହ ଅଛି , ବହୁତ ଲୋକେ ମାତାରାଣୀଙ୍କୁ ପ୍ରସନ୍ନ କରିବାକୁ ଯାଇ ବହୁତ କିଛି ମନାସି ଥାନ୍ତି , ଓ ସେହି ଲୋକଙ୍କର ମଧ୍ୟରୁ କେଉଁ ଲୋକଙ୍କର ମନରେ ମାତା ରାଣୀ ଆସିଲେ ଆସିଲେ ତାହା ସୌଭାଗ୍ୟବାନ ବ୍ୟକ୍ତି ହିସାବରେ ଜଣାଯାଏ , ଆଜି ଆମେ କହିବୁ କି ସ୍ୱପ୍ନରେ ମାତା ରାଣୀ କିମ୍ବା ଅନ୍ୟ କେଉଁ ଦେବୀ ଦେଖିଲେ କଣ ଅର୍ଥ ହୋଇଥାଏ ,

ଯଦି ଆପଣଙ୍କ ସ୍ୱପ୍ନରେ ଦେବୀ ମା ଲାଲ କପଡା ଓ ଚେହେରାରେ ହସ ଦେଖାଦିଏ ତେବେ ବୁଝିଯିବେ କି ଆପଣଙ୍କ ଜୀବନରେ କିଛି ଭଲ ହେବାର ଅଛି , ଯଦି ଆପଣଙ୍କ ସ୍ୱପ୍ନରେ ଦେବୀ ମା ବାଘ ଉପରେ ଚଢି ଆସୁଥିବାର ଦେଖାଯାଏ କି ଆପଣଙ୍କ ଭାଗ୍ୟ ଉଜ୍ଜଳ ହେବାର ଅଛି , ଓ ଦୁଃର୍ଭାଗ୍ୟ ଦୁର ହୋଇଯିବ , ଆପଣଙ୍କ ଭାଗ୍ୟ ଏବେ ଏତେ ପ୍ରବଳ ହୋଇଯିବ କି ଆପଣ ଯେଉଁ କାମରେ ହାତ ଦେବେ , ତାହା ସହଜ ପୂର୍ବକ୍ ହୋଇଯିବ ।

ଯଦି ଆପଣଙ୍କୁ ଦେବୀ ମା ଉଦାସ କିମ୍ବା କାନ୍ଦୁଥିବାର ଦେଖାଦେଲେ କିମ୍ବା ଆପଣ ଧଳା କିମ୍ବା କଳା ବସ୍ତ୍ର ଦେଖିଲେ ବୁଝିଯିବେ କି ଆପଣଙ୍କ ପାଇଁ ଅଶୁଭ ବେଳା ଆରମ୍ଭ ହୋଇସାରିଛି, ଆପଣଙ୍କୁ ସତର୍କ ରହିବାକୁ ହେବ , ନିଜକୁ କେଉଁ ଅଘଟଣରୁ ରକ୍ଷା କରିବାକୁ ହେବ ।

Reply