ଏହି ୬ ଟି ରାଶିର ଲୋକେ କେବେ ଛାଡନ୍ତି ନାହିଁ ଜୀବନସାଥୀର ସାଥ୍ , ଦେଖନ୍ତୁ କେଉଁ ରାଶି ସାମିଲ ଅଛନ୍ତି…

ପ୍ରେମ ଏକ ଆଭାସ ହୋଇଥାଏ ଯାହାର ବିନା ସୁଖମୟ ଜୀବନର କଳ୍ପନା କରିହେବ ନାହିଁ  ସମସ୍ତଙ୍କୁ କାହାର ନା କାହାର ପ୍ରେମ ଦରକାରିତା ଥାଏ , ସେମିତି ପ୍ରେମ ବହୁତ ପ୍ରକାରର ହୋଇଥାଏ , କିନ୍ତୁ ଆମେ ଯେଉଁ ପ୍ରେମର କଥା କହୁଛେ , ତାହା ପ୍ରେମିକ ପ୍ରେମିକା କିମ୍ବା ସ୍ୱାମୀ-ସ୍ତ୍ରୀଙ୍କର ଅଟେ । ଯଦି ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ହୋଇଥାଏ ତେବେ କଠିନରୁ କଠିନ ପରିସ୍ଥିତିରେ ବି ସହଜରେ ପାର୍ କରିପାରିବେ । ଯଦି ତାଙ୍କ ପ୍ରେମରେ କମି ଆସିଯାଏ ତେବେ ଜୀବନ ନର୍କ ସମାନ ହୋଇଯାଏ , ଯେଉଁଥିରେ ଝଗଡା ପାରିବାରିକ କଳହ, ସମାଜରେ ବଦନାମୀ ସାଧାରଣ କଥା ହୋଇଥାଏ , ଆପଣଙ୍କୁ କହିଦେବୁ କି ଆମର ମଧ୍ୟରେ ବହୁତ ଲୋକ ଅଛନ୍ତି , ଯାହାଙ୍କ ପ୍ରେମ ନା କେବଳ ଗଭୀର ହୋଇଥାଏ , ବରଂ ଏହି ଲୋକ ଏହି ପ୍ରେମର ସାହାରାରେ ନିଜ ଜୀବନ ସାଥୀ ସହ ଜୀବନ ସାରା ନିଭାଇଥାନ୍ତି। କିନ୍ତୁ ବହୁତ ଲୋକ ଅଛନ୍ତି ଯାହାଙ୍କ ପ୍ରେମ ଅଧିକା ଦିନ ରହିପାରେ ନାହିଁ , ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶିଗୁଡିକ ବିଷୟରେ କହିବୁ ଯାହାଙ୍କ ପ୍ରେମ ଜୀବନ ସାରା ଚାଲିଥାଏ , ଏହି ରାଶିର ଲୋକ କେବେ ନିଜ ପ୍ରେମକୁ ଘୃଣା କରନ୍ତି ନାହିଁ । ଓ ସବୁବେଳେ ପରସ୍ପର ମଧ୍ୟରେ ପ୍ରେମ ସଂମ୍ପର୍କ ନିବିଡ ରଖିଥାନ୍ତି ।

ସିଂହ ରାଶି : ଏହି ରାଶିର ଲୋକେ ନିଜ ଜୀବନସଙ୍ଗୀନୀ ବହୁତ ପ୍ରେମ କରିଥାନ୍ତି  , ଓ ଏହା ସବୁବେଳେ ଜଣେ ଅନ୍ୟଜଣଙ୍କ ସହ ନଜର ଆସିଥାନ୍ତି , କିନ୍ତୁ କେବେ କେବେ ଛୋଟ ମୋଟ କଥାକୁ ନେଇ ଏମାନଙ୍କ ମଧ୍ୟରେ ପାଟିତୁଣ୍ତ, ମତାନ୍ତର ହୋଇଥାଏ , କିନ୍ତୁ କିଛି ସମୟ ପରେ ଏମାନେ ନିଜ ନିଜ ମଧ୍ୟରେ କଳହ କୁ ଭୁଲି ପ୍ରେମ କରିବାକୁ ଲାଗନ୍ତି ।

କନ୍ୟା ରାଶି : ଏହି ରାଶିର ଲୋକଙ୍କ ସହ ଯଦି ଆପସିକ ମତାନ୍ତର ହୁଏ ତେବେ ଏକା ସାଙ୍ଗେ ବସିକରି ଏହାର୍ ସମାଧାନ ବାହାର କରନ୍ତି , ଓ ସବୁବେଳେ ଜଣେ ଅନ୍ୟ ଜଣଙ୍କ ସହ ଯୋଡି ହୋଇଥାନ୍ତି । କିନ୍ତୁ କିଛି ଏପରି ଲୋକ ଥାନ୍ତି ଯିଏ ପ୍ରେମୀଙ୍କୁ ସବୁ କଥା ମନାଇବାପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ବହୁତଥର ଦେଖାଯାଇଛି କି ଏହି ପରି ସେହି ଲୋକଙ୍କର ଦୁରତା ବୃଦ୍ଧି ହୁଏ ।

ତୁଳା ରାଶି : ଏହି ରାଶିର ଲୋକେ ସବୁ ଛୋଟ୍ ମୋଟ୍ କଥାକୁ ନେଇ ରାଗିଯାଆନ୍ତି  ଏମିତିରେ ସେମାନେ କେଉଁ କଥାକୁ ନେଇ ଏହାର୍ ଭୁଲ୍ ମନ୍ତବ୍ୟ ବି ବାହାର କରିଦିଅନ୍ତି  ଦାମ୍ପତ୍ୟ ଜୀବନରେ ଅସୁବିଧା ଲାଗିଥାଏ ,କିନ୍ତୁ ଏମାନେ ନିଜ କାମକୁ ଅଧିକା ଧ୍ୟାନ ଦିଅନ୍ତି , ଯାହାର କାରଣରୁ ସୁଖମୟ ଜୀବନ କଟିଥାଏ ।

 

ବିଛା ରାଶି :ଏହି ରାଶିର ଲୋକେ ନିଜ ଲାଇଫ୍ ପାର୍ଟନରଙ୍କ ସହ ଜୀବନ ବହୁତ ସରଳତାର ସହ ଚଳନ୍ତି , ଓ ନିଜ ପାର୍ଟନରଙ୍କୁ ବହୁତ ଭଲ ପାଇଥାନ୍ତି , ଏମାନଙ୍କ ମଧ୍ୟରେ ଭଲ ସାମଞ୍ଜସ୍ୟ ଥାଏ , ଏହି ରାଶିର ଲୋକେ ବହୁତ ରୋମାନ୍ସ କରିବାରେ ଆଗରେ ରୁହନ୍ତି  ଏହି ରାଶିର ଜାତକରେ ଜୀବନସାଥିକୁ ଖୁସି କରାଇବାକୁ ଉପହାର ବି ଦିଅନ୍ତି ।

ଧନୁ ରାଶି : ଏହି ରାଶିର ଜାତକରେ ନିଜ ଜୀବନସାଥୀରୁ ସବୁ ସୁଖ ମିଳିଥାଏ । ଯଦି ଆପଣ ବିବାହିତ ନାହାନ୍ତି ତେବେ ଆପଣଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ , ଯଦି ଭଲ ପାଉଛନ୍ତି ତେବେ ଏହା ସଠିକ୍ ସମୟ ନିଜର ପ୍ରେମ ନିବେଦନ କରିଦିଅନ୍ତୁ ସଫଳତା ପାଇଯିବେ ।

 

ମକର ରାଶି : ଏହି ରାଶିର ଲୋକେ ଦେଖିବାକୁ ସିଧାସାଧା ଦେଖାଯାଆନ୍ତି , ଏହି ରାଶିର ଲୋକେ ନିଜ ପାର୍ଟନର ଙ୍କ ସହ ବିବାହ ପୂର୍ବରୁ ରୁହନ୍ତି ଓ ବିବାହ ହୋଇସାରିଲା ପରେ ଏମାନଙ୍କ ଜୀବନଶେଳୀ ଭଲରେ କଟିଥାଏ , ଏମିତିରେ ସେମିତି କିଛି ନକରାତ୍ମକ ଭାବନା ରଖନ୍ତି କିନ୍ତୁ ସେମାନେ ବହୁତ ବଢିଆ ଭାବେ ଏହାର ସମାଧାନ ବାହାର କରିଦିଅନ୍ତି ।

Reply