page contents

ମହଙ୍ଗା ବଙ୍ଗଳାରୁ ନେଇକରି ଲକ୍ଜୁରୀ ଗାଡି ପର୍ଯ୍ୟନ୍ତ , ଐଶ୍ୱର୍ଯ୍ୟା ରାୟଙ୍କ ପାଖରେ ଅଛି ୬ ଟି ଦାମୀ ଜିନିଷ…

ବଲିଉଡ୍ ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୁନ୍ଦରତାର ଯେତେ ପ୍ରଶଂସା କଲେ ତାହା କମ୍ ଅଟେ , ସେ ନିଜ ବଲିଊଡ୍ କ୍ୟାରିୟର୍ ରେ ବହୁତ ବଢିଆ ଫିଲ୍ମ ଦେଇଛନ୍ତି , ତାଙ୍କର ଅଭିନୟ ବହୁତ ପ୍ରଶଂସା କରାଯାଈଥିଲା , ଐଶ୍ୱର୍ଯ୍ୟା ନିଜ କ୍ୟାରିୟରରେ ନାଁ ଓ ଖ୍ୟାତି ଅର୍ଜନ କରିଥିଲେ , ସବୁ ସେଲିବ୍ରେଟିଜ୍ ଙ୍କ ପରି ଐଶ୍ୱର୍ଯ୍ୟାଙ୍କ ଲାଇଫ୍ ଷ୍ଟାଇଲ୍ ଲକ୍ଜୁରୀ ଟାଇପ୍ ର ଥିଲା , ସେମିତି କିଛି ଖରାପ ନାହିଂମ୍ ,  ଐଶ୍ୱର୍ଯ୍ୟା ନିଜ ସବୁ ପଇସା ନିଜ ପରିଶ୍ରମ ଦ୍ୱାରା କମାଇଥିଲେ , ଯେବେ ବ୍ୟକ୍ତିଙ୍କ ପାଖରେ ବହୁତ ପଇସା ହୋଈଯାଏ ତେବେ ସେ ମହଙ୍ଗା ମହଙ୍ଗା ଜିନିଷ କିଣିବାକୁ ସଉକ ରଖିଥାଏ , କାହାର ବଙ୍ଗଳା କିଣିବାର ସଉକ ଥାଏ ତ କାହାର ଦାମୀ ଗାଡି କିଣିବାର ସଉକ ଥାଏ , ମହିଳାଙ୍କୁ ଅଧିକା ଗହଣା ଅଳଙ୍କାର କିଣିବାର ସଉକ ଥାଏ , ଏମିତିରେ ଆଜି ଆମେ ଆପଣଙ୍କୁ ଐଶ୍ୱର୍ଯ୍ୟାଙ୍କ ପାଖରେ ଥିବା ୬ ଟି ଜିନିଷଗୁଡୀକ ବିଷୟରେ କହିବୁ , ଯାହାର ଦାମ୍ ବହୁତ ଅଧିକା ଅଟେ , ଏହା ସବୁଠାରୁ ଐଶ୍ୱର୍ଯ୍ୟା ରାୟଙ୍କ ଦାମିକା ଜିନିଷ ପରି ଜଣାଯାଏ ।

୩୦ କୋଟିର ଆପାର୍ଟମେଣ୍ଟ : ଐଶ୍ୱର୍ଯ୍ୟା ରାୟଙ୍କ ପାଖରେ ମୁମ୍ବାଇର ବାନ୍ଦ୍ରା ଇଲାକାରେ ଏକ ବହୁତ ହିଁ ଆଲିଶାନ୍ ଆପାର୍ଟମେଣ୍ଟ ଅଛି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଆପାର୍ଟମେଣ୍ଟର ଦାମ୍ ୩୦ କୋଟି ଟଙ୍କା ଅଟେ , ଏହା ମଧ୍ୟରେ ୫ ଟି ବଡ ବେଡ୍ ରୁମ୍ ଅଛି , ଏଥିରେ ଫ୍ରେଞ୍ଚ୍ ୱିଣ୍ଡୋଜ୍ ଲାଗିଛି,  ଏହା ଦେଖିବାକୁ ବହୁତ ସୁନ୍ଦର ଲାଗେ ।

ଦୁବାଇରେ ୧୫ କୋଟିର ଭିଲା : ବହୁତ ସେଲିବ୍ରେଟିଜ୍ ଫିଲ୍ମରୁ ବ୍ରେକ୍ ନେଲା ପରେ ଛୁଟି କଟାଇବାକୁ ବିଦେଶ ଯାଇଥାନ୍ତି , ଐଶ୍ୱର୍ଯ୍ୟା ସପିଙ୍ଗ୍ ଓ ଏନଜୟ କରିବାପାଇଁ ଦୁବାଇଯିବାକୁ ପସନ୍ଦ କରନ୍ତି , ସେ ସେଠାରେ ରହିବାକୁ ଦୁବାଇରେ ଏକ ଭିଲା କିଣିଛନ୍ତି,  ଯାହାର ଦାମ୍ ୧୫ କୋଟି ଅଟେ , କହିଦେବୁ କି ଏହା ସହର ମଧ୍ୟରେ ମହଜୁତ୍ ଅଛି , ଐଶ୍ୱର୍ଯ୍ୟା ରାୟ ଏହାକୁ ବହୁତ ପୂର୍ବରୁ କିଣିଥିଲେ କିନ୍ତୁ ଏହାର ଦାମ୍ ଏବେ ତିନି ଗୁଣା ବଢିଯାଇଛି ,

୩,୨ କୋଟିର ବେଣ୍ଟେଲି ସିଜିଟି କାର୍ : ଐଶ୍ୱର୍ଯ୍ୟା ରାୟ ସବୁବେଳେ ନିଜର ଲକ୍ଜୁରି କାର୍ ରେ ଯିବା ଆସିବା କରନ୍ତି , ସେ ନିଜର ଏକ ବେଣ୍ଟେଲି ସିଜିଟି କମ୍ପାନୀର କାର୍ ରଖିଛନ୍ତି , ଏହି କାର୍ ର ଦାମ୍ ୩ କୋଟି ୨୦ ଲକ୍ଷ ଅଟେ।

୨,୩ କୋଟିର ମର୍ସଡିଜ୍ ବେଞ୍ଚ ଏସ୍୫୦୦ : ଐଶ୍ୱର୍ଯ୍ୟାଙ୍କ ପାଖରେ ଗୋଟେ କିମ୍ବା ଦୁଇଟି କାର୍ ନୁହେଁ ବରଂ ବହୁତ ସାରା ଗାଡି ଅଛି, ଏଥିରୁ ୨,୩୫ କୋଟି ର ମର୍ସଡିଜ୍ ବେଞ୍ଚ ଏସ୍ ୫୦୦ ଅଛି ।

୧,୨ କୋଟିର ଅଡି ୮ ଏଲ୍ : ସବୁ ଧନୀ ଲୋକଙ୍କର ମଧ୍ୟରେ ଅଡି କମ୍ପାନୀର କାର୍ ବହୁତ ଲୋକପ୍ରିୟ ଅଟେ , ଐଶ୍ୱର୍ଯ୍ୟା ରାୟ ବି କମ୍ ନୁହନ୍ତି , ତାଙ୍କ ପାଖରେ ଅଡି ୮ ଏଲ୍ ର ଏକ କାର୍ ଅଛି ଯାହାର ଦାମ୍ ୧,୨ କୋଟି ଅଟେ ,

କହିଦେବୁ କି ଯେବେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ତେବେ ବିବାହରେ ସେ ୭୫ ଲକ୍ଷର ଶାଢୀ ଓ ୫୦ ଲକ୍ଷର ମୁଦି ପିନ୍ଧିଥିଲେ,  ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ବିବାହ ୨୦୦୭ ରେ ହୋଇଥିଲା,  ସେହି ସମୟରେ ପଇସା ବହୁତ ମାଇନା ରଖୁଥିଲା ,

Reply