ହାତର ଆଙ୍ଗୁଠିରେ କଳା ଜାଇ , କହିଥାଏ ଆପଣଙ୍କ ବିଷୟରେ ବହୁତ କିଛି , ଜାଣନ୍ତୁ ଏହାର ମହତ୍ତ୍ୱ…

କଳା ଜାଇ ଗୋଟେ ବ୍ୟକ୍ତିର ଜୀବନରେ ବହୁତ କିଛି ଆଣିଦେଇଥାଏ , ସେପଟେ କଳାଜାଈ ଥିବା ବ୍ୟକ୍ତି ସ୍ୱଭାବରୁ ସବୁ କିଛି ଜଣାପଡିଯାଏ , କଳାଜାଈ ସବୁ ପ୍ରକାରର ଶାରରୀକ , ଆର୍ଥିକ ଓ ଚରିତ୍ର ବିଷୟରେ ଦର୍ଶାଇଥାଏ , କଳାଜାଇ ପ୍ରଭାବରୁ ଆମର ଲିଙ୍ଗ କେବେ ଅଲଗା ହୁଏ ନାହିଂମ୍ , ସାମାନତଃ କଳାଜାଇ ସମସ୍ତ ଶରୀରରେ ହୋଇଥାଏ , ଓ ଶରୀରରେ କଳାଯାଈ ରହିଲେ ଏହା ଜାଣିବାକୁ ଜିଜ୍ଞାସା ରହେ କି ଏହାର ଫଳ କିପରି ରହିବ , ଆଜି ଆମେ ଆପଣଙ୍କୁ କହିବୁ , ଆପଣଙ୍କ ହାତର ଆଙ୍ଗୁଠିରେ କଳାଜାଇ କିପରି ଆପଣଙ୍କ ଜୀବନର ରହସ୍ୟକୁ ଉଜାଗର କରୁଛି ।

୧) ଅନାମିକା ଆଙ୍ଗୁଠି : ଯେଉଁ ବ୍ୟକ୍ତିର ଅନାମିକା ମାନେ ରିଙ୍ଗ୍ ଫିଙ୍ଗର୍ ସଂବନ୍ଧ ସୂର୍ଯ୍ୟ ପର୍ବତ ସହ ହୋଇଥାଏ , ତାର ପ୍ରଥମ ଭାଗରେ କଳାଜାଇ ମହଜୁତ୍ ଥିଲେ , ସେହି ବ୍ୟକ୍ତି କର୍ମପାଇଁ ନିଜ ସାମାଜିକ ପ୍ରତିଷ୍ଠାକୁ ହାନି ପହଞ୍ଚାଇଥାଏ , ଏମିତି ଲୋକ କ୍ରୋଧୀ ସ୍ୱଭାବର ହୋଇଥାନ୍ତି , ଯାହାର କାରଣରୁ ତାଙ୍କୁ କ୍ଷତି ସହିବାକୁ ପଡିଥାଏ ,

ଏହାର ଦ୍ୱିତିୟ ଭାଗରେ କଳାଜାଇ ରହିଲେ ଏହା ଦୁର୍ବଳ ସଂମ୍ପର୍କ ଆଡକୁ ଇସାରା କରିଥାଏ , ଏହା କଳାଜାଇ କହିଥାଏ କି ଆପଣଙ୍କ କୌଣସି ସଂମ୍ପର୍କ ଆଗକୁ ଭଲ ଭାବେ ବଢିପାରିବ ନାହିଂ ,

ଅନାମିକା ଆଙ୍ଗୁଠିର ତୃତିୟ ଭାଗରେ କଳାଜାଇ ରହିବା ଏହି କଥାର ସଙ୍କେତ ଦେଇଥାଏ କି ବ୍ୟକ୍ତି ମାନସିକ ରୁପେ ଦୁର୍ବଳ ଅଛି , ଓ ଆତ୍ମବିଶ୍ୱାସର ଅଭାବ ଦେଖାଦେଉଛି ।

୨) କନିଷ୍ଠ ଆଙ୍ଗୁଠି : କନିଷ୍ଠ ଆଙ୍ଗୁଠି ବୁଧ ପର୍ବତ ଆଡକୁ ଇସାରା କରିଥାଏ , ଯଦି ଆଙ୍ଗୁଠିର ପ୍ରଥମ ଭାଗରେ କଳାଜାଇ ରହେ ତେବେ ଧନର ଲୋଭି ହୋଇଥାନ୍ତି , ଏମାନେ ବହୁତ ଧନ କମଇଥାନ୍ତି, କିନ୍ତୁ ସେହି ଧନକୁ ନେଇ ଲୋଭ ଆସିଯାଏ ,

ଏହି ଆଙ୍ଗୁଠିର ଶେଷ ଭାଗରେ ଏହି କଥାକୁ ଦର୍ଶାଇଥାଏ କି ବ୍ୟକ୍ତି ଦିମାଗି ହିସାବରେ ବହୁତ ଭାବିଚିନ୍ତି ଫଇସଲା ନେବେ , କିନ୍ତୁ ଏହି କଥାର୍ ସଙ୍କେତ ଦେଇଥାଏ କି ଭବିଷ୍ୟତରେ କୌଣସି ଦୁର୍ଘଟଣା କିମ୍ବା କ୍ଷତି ସହିବାକୁ ପଡୀପାରେ ,

୩) ତର୍ଜନୀ ଆଙ୍ଗୁଠି : ତର୍ଜନୀ ଆଙ୍ଗୁଠି ସଂବନ୍ଧ ଗୁରୁ ପର୍ବତ ସହ ହୋଇଥାଏ,  ଏହାର ପ୍ରଥମ ଭାଗରେ କଳାଜାଇଥିଲେ ଏହା ଏହି କଥାକୁ ଇସାରା କରେ କି ବ୍ୟକ୍ତି ବହୁତ ଅହଂଙ୍କାରରେ ଭରି ରହିଛି ,

ଏହି ଆଙ୍ଗୁଠିର ଦ୍ୱିତିୟ ଭାଗରେ କଳାଜାଇ ରହିଲେ ଏହା କୁଣ୍ତଳୀର ବୃହସ୍ପତି କିମ୍ବା ଶୁକ୍ର ଗ୍ରହର ଅଶୁଭ ଫଳ ଦେଇଥାଏ , କୁହାଯାଏ କି ନିଜ ଭାବନାକୁ ନିୟନ୍ତ୍ରଣ କରିପାରେ ନାହିଂମ୍ , ଓ ନା ସହଜରେ କାହା ସହ ମିଶିପାରେ ।

୪) ମଧ୍ୟମା ଆଙ୍ଗୁଠି : ମଧ୍ୟମା ଆଙ୍ଗୁଠି ତଳ ଶନିର ପର୍ବତ ଦର୍ଶାଇଥାଏ , ଏହି ଆଙ୍ଗୁଠିର ପ୍ରଥମ ଭାଗରେ କଳାଜାଇ କହିଥାଏ କି ଏଥିରେ ସଂବନ୍ଧିତ ବ୍ୟକ୍ତି ନିର୍ଣ୍ଣୟ କ୍ଷମତା ଅଧିକା ରୁହେ , ତାହା ଦ୍ୱାରା ନେଇଥିବା ଫଇସଲା ଅଲଗା ଲୋକଙ୍କରପାଈଁ ଫାଈଦା ଦେଇଥାଏ , ଯେବେ କି ମଧ୍ୟମା ଆଙ୍ଗୁଠିର ଦ୍ୱିତିୟ ଭାଗରେ କଳାଜାଇ ରହିଲେ ଏହା ଦୁର୍ବଳ ସଂମ୍ପର୍କ ଆଡକୁ ଉଜାଗର କରିଥାଏ ,

ମଧ୍ୟମା ଆଙ୍ଗୁଠିରେ କଳାଜାଇ ରହିଲେ ଏହା ଦର୍ଶାଇଥାଏ କି ଆପଣଙ୍କ ଫୁସ୍ ଫୁସ୍ ଦୁର୍ବଳ ହୋଇଛି, ଯାହା ଲୁହା କିମ୍ବା ରସାୟନ ସଂବନ୍ଧିତ ଯୋଡି ହୋଇଛି, ତାଙ୍କ ପାଇଁ ଏହି କଳାଜାଇ ବହୁତ ବିପଦପୂର୍ଣ୍ଣ ଅଟେ , ଯେବେ କି ଏହି ଆଙ୍ଗୁଠିର ଶେଷ ଭାଗରେ କଳାଜାଇ ରହିଲେ ଏହା ଦର୍ଶାଇଥାଏ କି ବ୍ୟକ୍ତିର ଖିଆପିଆ ଭୁଲ୍ ଅଟେ , ଏମିତି ଲୋକଙ୍କର ମଧ୍ୟରେ କିଛି ଭୁଲ୍ ଅଭ୍ୟାସ ରହିଥାଏ ।

 

 

Leave a Reply

Your email address will not be published. Required fields are marked *