ଗାଁର ଛୁଆ ଦେଖାଇଲା ଗଜବର କଳା ବାଜି , ଗୋଟେ ଥରରେ ଲଗାଇଲା ୩୦ ଟି ଗୁଲଟିଆ, ଭିଡିଓ ହେଲା ଭାଇରାଲ୍- ନିଶ୍ଚୟ ଦେଖି ନିୟନ୍ତୁ..

ଏହି ଦେଶରେ ଟ୍ୟାଲେଣ୍ଟର ଅଭାବ ନାହିଁ , ଖାଲି ଖୋଜିବାହାର କରିବାର ଅଛି ଓ ତାଙ୍କୁ ସଠିକ୍ ଟ୍ରେନିଙ୍ଗ୍ ଦେବାର ଅଛି , ତାପରେ ଦେଖିବେ ସେମାନେ କିପରି ଆମ ଦେଶର ନାଁ ଉଜ୍ଜଳ କରୁଛନ୍ତି , ଆଜିର ଜମାନା ସୋସିଆଲ୍ ମିଡିଆ କାରଣରୁ ଲୁକ୍କାଇତ ଥିବା ଟ୍ୟାଲେଣ୍ଟଙ୍କୁ ଫୁଟି ବାହାରକୁ ଆସିବାକୁ ସୁଯୋଗ ମିଳୁଛି , ଯେପରି ଦେଖିନିଅନ୍ତୁ ରାନୁ ମଣ୍ତଳଙ୍କ କଥା ଯାହାଙ୍କ ମଧ୍ୟରେ ଗୀତ ଗାଇବାର ଦକ୍ଷତା ଥିଲା,  ଷ୍ଟେସନରେ ଭିକ ମାଗୁଥିଲେ,  ତାପରେ ଗୋଟିଏ ଭିଡିଓ ଭାଇରାଲ୍ ହେବା ଦ୍ୱାରା ସେ ରାତାରାତି ଷ୍ଟାର୍ ହୋଇଗଲେ , ହିମେଶ ରେସମିଆ ତାଙ୍କୁ ଫିଲ୍ମରେ ଗୀତ ଗାଈବାର ସୁଯୋଗ ବି ଦେଇଥିଲେ,  ଏହା ସୋସିଆଲ୍ ମିଡିଆର ଅସଲ ଶକ୍ତି ଅଟେ,  ଏବେ ଏହି ଭାଗରେ ଏହି ଦିନରେ ଇଣ୍ଟରନେଟ୍ ରେ ଆଉ ଏକ ଭୀଡିଓ ଭାଇରାଲ୍ ହେବାରେ ଲାଗିଛି,

ଏହି ଭିଡିଓରେ ଏକ ପିଲା ବଢିଆ କଳାବାଜୀ କରୁଥିବାର ନଜର ଆସିଛି, ଆପଣ ତ ବହୁତ ଲୋକଙ୍କୁ ଠିଆ ଠିଆ ଗୁଲଟି ମାରିଥିବାର ଦେଖିଥିବେ , ସାଧାରଣତଃ ଥରେ ଜଣେ ତିନିଥର ଗୁଲାଟି ମାରିଥିବାର ନଜର ଆସିଥିବ , ଏହି ଦକ୍ଷତାଶୀଳ ପିଲାଟି ଗୋଟେ ଥରରେ ୩୦ ଥର ଗୁଲାଟି ମାରିଛି,  ଯାହାକି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି , ଏହି ପିଲାର ଏପରି ଜିନମାଷ୍ଟିକ୍ ସ୍କିଲ୍ ଦେଖିକରି ବହୁତ ଲୋକ ଚକିତ ହୋଇଛନ୍ତି , ଏହି ପରି କଳା ବାଜି ଆପଣ ଆଗରୁ କେବେ ଦେଖିନଥିବେ , ଭିଡିଓଟିକୁ ଟ୍ୱିଟରରେ @sweta_Entomon ନାମକ ଜଣେ ୟୁଜର୍ ସେୟାର୍ କରିଥିଲେ , ସେ ଲେଖିଥିଲେ କି ଆଶ୍ଚର୍ଯ୍ୟଜନକ କଳାବାଜି , ୩୦ ଟି କଳାବାଇ ଏକା ସାଙ୍ଗରେ , ଆମର ଦେଶରେ ଟ୍ୟାଲେଣ୍ଟର ଅଭାବ ନାହିଂମ୍ , ଖାଲି ମଉକା ମିଳିଲେ ଓ ଲୋକଙ୍କ ଆଶିର୍ବାଦ ଦରକାର ପଡୁଛି ।

ଏହା ସହ ଜଣେ ୟୁଜର୍ ୟୁନିୟନ୍ ସପୋର୍ଟ ମିନିଷ୍ଟର୍ କିରଣ ରିଜୁଜୁ , ଓ ସ୍ପୋର୍ଟ୍ସ ମିନିଷ୍ଟର ଙ୍କୁ ବି ଟ୍ୟାଗ୍ କରିଥିଲେ,  ଏହାର ପଛରେ ଉଦ୍ଧେଶ୍ୟ ଥିଲା କି ବୋଧେ ଏହି ଦକ୍ଷତାଶୀଳ ଛୁଆଟିକୁ କେହି ନଜର ପକାଇବେ , ଏହାକୁ ପ୍ରପର ଟ୍ରେନିଙ୍ଗ୍ ଓ ସୁବିଧା ଦେଇକରି ନ୍ୟାଶାନାଲ୍ ଓ ଇଣ୍ଟରନ୍ୟାଶାନାଲ୍ ଲେବଲ୍ ରେ ଖେଲିବାର ସୁଯୋଗ ମିଳିଯିବ , ଏହାପୁର୍ବରୁ ସ୍କୁଲ୍ ର ଦୁଇଟି ଛାତ୍ରଙ୍କର ଭିଡିଓ ଭାଈରାଲ୍ ହୋଇଥିଲା,  କିନ୍ତୁ ଏହି ପିଲାଟି ସେ ସମସ୍ତଙ୍କ ଠାରୁ ଆଗକୁ ଆସିଗଲା , ଥରକରେ ସେ ୩୦ ଟି ଗୁଲାଟି ମାରିପାରିଛି ।

ସେପଟେ ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ନେଇ ଲୋକଙ୍କର ସକରାତ୍ମକ କମେଣ୍ଟ ଆସିଛି , ଜଣେ ୟୁଜର୍ ଲେଖିଥିଲା କି ଏହି ପିଲାଟି ଜିମନାଷ୍ଟିକ୍ ସପୋର୍ଟ ସିରିୟସ୍ ନେବା ଉଚିତ୍,  ସରକାରଙ୍କୁ ତାର ସାହାଯ୍ୟ ଆବଶ୍ୟକ , ସେପଟେ ଆଉଜଣେ ଲେଖିଲେ କି ସେ ବହୁତ ବଢିଆ କଳାବାଜି ପ୍ରଦର୍ଶନ କରିଛନ୍ତି , କିନ୍ତୁ ଏହି ପିଲାଟିକୁ ସଠିକ୍ ଗାଇଡ୍ ଲାଇନ୍ସ ନ ରଖି କିଛି କରିବା ଉଚିତ୍ ନୁହେଁ , ଆଉଜଣେ କହିଲେ କି ବିନା ଟ୍ରେନିଙ୍ଗ୍ ରେ ଏହି ପିଲାଟି ବଢିଆ ପ୍ରଦର୍ଶନ କରୁଛି , ଯଦି ଏହାକୁ ଭଲ ଗାଇଡ୍ ଲାଇନ୍ସ ଓ ଟ୍ରେନିଙ୍ଗ୍ ମିଳିଯିବ ତେବେ ବଢିଆ ହେବ , ଓ ଦେଶର ନାଁ ଉଜ୍ଜଳ କରିପାରିବ ।

 

ଏହି ପରି ଭିଡିଓ ପ୍ରମାଣିତ କରିଥାଏ କି ଦେଶରେ ଦକ୍ଷତାର କୌଣସି କମି ନାହିଁ , ଖାଲି ତାଙ୍କୁ ବାହାରକୁ ଆଣିବାର ଅଛି , ସୋସିଆଲ୍ ମିଡିଆ କଥା ତ ଆପଣ ଜାଣିଛନ୍ତି , ଏଥିପାଇଁ ଯଦି ଆପଣ କୌଣସି ଟ୍ୟାଲେଣ୍ଟେଡ୍ ଲୋକଙ୍କୁ ଦେଖିଲେ ତେବେ ତାଙ୍କର ଭିଡୀଓ ବନାଇକରି ସେୟାର୍ କରିଦିଅନ୍ତୁ , କଣ ଜଣା ପଡିବ କି କାହାର ପାଇଁ ତାର ଜୀବନ ବଦଳିଯିବ , ଦେଖନ୍ତୁ ଏହି ଭିଡୀଓ ।

 

Leave a Reply

Your email address will not be published. Required fields are marked *