କୋଟି କୋଟି ଟଙ୍କାର ସଂମ୍ପତ୍ତି , ପ୍ରାଇଭେଟ୍ ଜେଟ୍ ଓ ଦାମୀ ଗାଡି ର ମାଲିକ ଅଟନ୍ତି ଅକ୍ଷୟ କୁମାର ,ଇବଭାଲି ଭାବେ ରୁହନ୍ତି ଯେ ଜାଣିଲେ ଆପଣ କହିବେ..

ହିରୋ ହିରୋଇନ୍ ହେବାପାଇଁ ମାୟାନଗରୀ ମୁମ୍ବାଇରେ ସବୁଦିନ ହଜାର ସଂଖ୍ୟକ ଲୋକ ଆସିଥାନ୍ତି , ଏଠାରେ ଆସୁଥିବା ଅଧିକାଂଶ ଲୋକେ ସ୍ୱପ୍ନ ଦେଖିଥାନ୍ତି କି ସେ ବଲିଉଡ୍ ଅଭିନେତା ହେବେ , ଟିଭି ଇଣ୍ତଷ୍ଟ୍ରିର ଓ ମଡେଲିଙ୍ଗ୍ ରେ ବି ବହୁତ ଲୋକ ଅଛନ୍ତି ଯିଏ ବଲିଉଡ୍ ରେ ଅଭିନେତା ଅଭିନେତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରନ୍ତି , କିନ୍ତୁ ବହୁତ କମ୍ ଲୋକ ଅଛନ୍ତି , ଯାହାଙ୍କର ଭାଗ୍ୟରେ ବଲିଉଡ୍ ରେ କାମ କରିବାର ମଉକା ମିଳିଥାଏ , ସମସ୍ତଙ୍କ ଭାଗ୍ୟରେ ଷ୍ଟାର୍ କିଡସ୍ ଙ୍କ ଭଳି ହୋଇନଥାଏ , କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ସଂଘର୍ଷ କରିବାପରେ ଏହି ଜାଗା ହାସିଲ୍ କରିପାରିଥାଏ , ଜଣେ ସାଧାରଣ ବ୍ୟକ୍ତି ଫିଲ୍ମ ରେ ସାଇଡ୍ ରୋଲ୍ ପାଇବା ଟା ବହୁତ ବଡ କଥା ହୋଇଥାଏ ।

ବଲିଉଡ୍ ରେ ବହୁତ ଏମିତି ଷ୍ଟାର୍ ଅଛନ୍ତି ଯିଏକି ଟପ୍ ସେଲିବ୍ରେଟିଜ୍ ଙ୍କ ଛୁଆ ଅଛନ୍ତି , କିନ୍ତୁ ନିଜ ପରିଶ୍ରମ ଦମରେ ସେ ବଲିଉଡ୍ ରେ ଅଭିନେତା ଅଭିନେତ୍ରୀ ହୋଇଛନ୍ତି , ଆଜି ଆମେ ଏମିତି ଏକ ବଲିଉଡ୍ ସେଲିବ୍ରେଟିଙ୍କ ବିଷୟରେ କହିବୁ ଯିଏକି ଏକେଲା ନିଜ ପରିଶ୍ରମର ବଳରେ ଆଜି ବଲିଉଡ୍ ରେ ଏକ ସ୍ଥାନ ପାଇଛନ୍ତି ।

ଆମେ କଥା ହେବା ବଲିଉଡ୍ ଖେଳାଳୀ ଅକ୍ଷୟ କୁମାରଙ୍କର , ଏବେ ଫୋବର୍ସ ପତ୍ରିକା ମୁତାବିକ ସବୁଠାରୁ ଅଧିକା ପେଡ୍ ଆକ୍ଟର ଭାବେ ଅକ୍ଷୟ ଚତୁର୍ଥ ସ୍ଥାନରେ ଆସିଥିଲେ,  କହିଦେବୁ କି ସେପ୍ଟେମ୍ବର ୯ କୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ୫୨ ବର୍ଷୀୟ ହୋଈଯାଇଛନ୍ତି , ଏହି ଖୁସିରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ବଧାଇ ଜଣାଇଛନ୍ତି ।

ଅକ୍ଷୟ କୁମାର ବଲିଉଡ୍ ର ଏପରି ଜଣେ ଅଭିନେତା ଅଟନ୍ତି ଯାହାଙ୍କୁ ସବୁ ବର୍ଗର ଦର୍ଶକ ପସନ୍ଦ କରନ୍ତି , ସେ ନିଜ ଫିଲ୍ମରେ କିଛି ନୁଆ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଅନ୍ତି , ତାଙ୍କ ସବୁଫିଲ୍ମର କାହାଣୀ ଭିନ୍ନ ହୋଇଥାଏ , ଅକ୍ଷୟ ଆଜିକାଲି ସାମାଜିକ ମୁଦ୍ଧା ଉପରେ ଅଧିକା ଫିଲ୍ମ ବନାଇଛନ୍ତି , ଏବେ କିଛି ଦିନ ତଳେ ରିଲିଜ୍ ହୋଇଥିବା ମିଶନ୍ ମଙ୍ଗଳ ବଢିଆ କମାଇକରିଥିଲା , କିନ୍ତୁ କଣ ଆପଣ ଜାଣିଛନ୍ତି ଏକ ମାମୁଲି ମଣିଷ ସୁପରଷ୍ଟାର୍ ହେବାରେ ଏତେ ସହଜ ନଥିଲା ,

ଆପଣଙ୍କୁ କହିଦେବୁ କି ଫିଲ୍ମରୁ ଆସିବା ପୂର୍ବରୁ ଅକ୍ଷୟ କୁମାର ଦୁବାଇରେ ଏକ ହୋଟେଲ୍ ରେ ୱେଟର୍ ଥିଲେ , ବ୍ୟାଙ୍କକ୍ ରେ ମାର୍ଶଲ୍ ଆର୍ଟର ଟ୍ରେନିଙ୍ଗ୍ ନେଇଥିଲେ,  ଏତିକି ନୁହେଁ ଢାକାରେ ସେ ୬ ମାସ ପାଇଁ ସେଲ୍ସମ୍ୟାନ୍ ହୋଇଥିଲେ , ଢାକା ପରେ ସେ ଦିଲ୍ଲୀ ଆସିଗଲେ , ପରିଶେଷରେ ସେ ମୁମ୍ବାଇର ଏକ ସ୍କୁଲ୍ ରେ ମାର୍ଶଲ୍ ଆର୍ଟ ଶିଖାଇବାପାଇଁ ସୁଯୋଗ ମିଳିଲା ,

ସ୍କୁଲ୍ ରେ ମାର୍ଶଲ୍ ଆର୍ଟ୍ସ ସିଖାଇବା ସମୟରେ ଜଣେ ଛୁଆର ବାପା ଅକ୍ଷୟକୁମାରଙ୍କୁ କହିଥିଲେ କି ସେ ମଡେଲିଙ୍ଗ୍ କରିବା ଉଚିତ୍ , ତାପରେ ଅକ୍ଷୟ କୁମାର ଫଟୋସୁଟ୍ କରିଲେ , ଓ ଛୋଟ ମୋଟ ଆସାଇନ୍ ମେଣ୍ଟ କରିଥିଲେ,  ଧୀରେ ଧୀରେ ମଡେଲିଙ୍ଗ୍ ରୁ ପପୁଲାର୍ ହେବାପରେ ୧୯୯୧ ରେ ତାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ସୌଗନ୍ଧ ଆସିଥିଲା,  ଏହି ଫିଲ୍ମ ପରେ ଅକ୍ଷୟ ଫିଲ୍ମୀ କ୍ୟାରିୟରରେ ନିଜର ପ୍ରାରମ୍ଭିକ ସଫଳତା ପାଇଥିଲେ,  ଆଜି ଅକ୍ଷୟ କୁମାର ସମସ୍ତଙ୍କ ପ୍ରିୟ ଅଭିନେତା ଅଟନ୍ତି , ଅକ୍ଷୟଙ୍କ ଗୋଟେ ବର୍ଷରେ ବହୁତ ଫିଲ୍ମ ରିଲିଜ୍ ହୋଇଥାଏ , ତାଙ୍କର ଅଧିକାଂଶ ଫିଲ୍ମ ଭଲ ଇନକମ୍ କରିନେଇଥାଏ , ଅକ୍ଷୟଙ୍କ ଗଣନା ବଲିଉଡ୍ ର ବହୁତ ପ୍ରତିଭାଶାଳୀ ଅଭିନେତାଙ୍କ ମଧ୍ୟରୁ ଜଣାଯାଏ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅକ୍ଷୟଙ୍କ ଗୋଟେ ମିନିଟ୍ ର ଆୟ ୧୮୬୯ ଟଙ୍କା ଅଟେ , ଫୋବର୍ସ ଅନୁସାରେ ଅକ୍ଷୟ ଜୁନ୍ ୨୦୧୮ ରୁ ଜୁନ୍ ୨୦୧୯ ମଧ୍ୟରେ ୬୯ ମିଲିୟନ୍ ଡଲାର୍ କମାଇଛନ୍ତି ।

ଆପଣଙ୍କୁ କହିଦେବୁ କି ଅକ୍ଷୟଙ୍କ ପାଖରେ ୧୫୦ ମିଲିୟନ୍ ଡଲାର୍ ମାନେ ୧୦,୭୪ କୋଟି ଆରବ ଟଙ୍କାରୁ ଅଧିକା ସଂମ୍ପତ୍ତି ଅଛି, ଅନୁଶାସିତ ଜୀବନ ବ୍ୟତିତ କରିଥିବା ଅକ୍ଷୟ ଲକ୍ଜୁରି ଲାଇଫ୍ ବିଶ୍ୱାସ ରଖନ୍ତି , ଅକ୍ଷୟ କୁମାରଙ୍କ ପାଖରେ ନିଜର ପ୍ରାଇଭେଟ୍ ଜେଟ୍ ଅଛି , ଯାହାର ଦାମ୍ ୨୬୦ କୋଟି ଅଟେ , ତାହା ସହ ଅକ୍ଷୟଙ୍କ ପାଖରେ ବହୁତ ଆଲିଶାନ୍ ବଙ୍ଗଳା ଓ ଦାମୀ ଗାଡି ଅଛି, ଅକ୍ଷୟଙ୍କ ପାଖରେ ରୋଲ୍ସ ରୋୟାଲ୍ସ ଫ୍ୟାଣ୍ଟମ୍, ବେଣ୍ଟିଲେ କଣ୍ଟିନେଟାଲ୍ ଫ୍ଲାଇଙ୍ଗ୍ ସପର୍ , ମର୍ସଡିଜ୍ ଜିଏଲ୍ ଏସ୍ , ପୋର୍ଷ କେୟେନ୍ , ରେଞ୍ଜ ରୋଭର୍ ବୋଗ୍ , ମର୍ସଡିଜ୍ ଜିଏଲ୍ ୩୫୦ ସିଡିଆଇ ହୋଣ୍ତା ସିଆର୍ ଭି ଅନେକ ଗାଡି ଅଛି , ତାଙ୍କ ପାଖରେ ୟାମାହା ଭି ମାକ୍ସ ଓ ହାରଲେ ଡେଭିନସନ୍ ପରି ମହଙ୍ଗା ଦୁଇ ଚକିଆ ବାଇକ୍ସ ଅଛି ।

କହିଦେବୁ କି ଅକ୍ଷୟଙ୍କ ଜନ୍ମ ଦିଲ୍ଲୀର ଚାନ୍ଦିନୀ ଚୌକର ୯ ସେପ୍ଟେମ୍ବର ୧୯୬୭ କୁ ହୋଇଥିଲା , ଫିଲ୍ମରେ ଆସିବା ପୂର୍ବରୁ ଅକ୍ଷୟଙ୍କ ନାଁ ରାଜୀବ ଭାଟ୍ଟିଆ ଥିଲା , ଅକ୍ଷୟ ଅଭିନେତ୍ରୀ ଟ୍ୱିଙ୍କିଲ୍ ଖାନାଙ୍କୁ ୧୭ ଜାନୁୟାରି ୨୦୦୧ ରେ ବିବାହ କରିଥିଲେ , ଅକ୍ଷୟ ଟ୍ୱିଙ୍କଲ୍ ଙ୍କ ଦୁଇଟି ଛୁଆ ଅଛନ୍ତି , ଯାହାଙ୍କ ନାଁ ଆରବ ଓ ନିତାରା ଅଟେ ।

Leave a Reply

Your email address will not be published. Required fields are marked *