ଅକ୍ଷୟ କୁମାରଙ୍କ ପ୍ରଥମ ହିରୋଇନ୍ ହୋଇଗଲେଣି କିଛି ଏପରି , ଦେଖିଲେ ଆପଣ ମଧ୍ୟ କହିବେ..

ସମୟର ସାଥେ ସାଥେ ମଣିଷର ବ୍ୟବହାର ଚଳିବା ଶୈଳୀ, ଓ ସୁନ୍ଦରତା ବି ବଦଳିଯାଇଥାଏ , ତାପରେ ମଣିଷର ପାଖରେ ଯେତେ ବି ପଇସା ଥାଉ ନା କାହିଁକି ସେ ସବୁ ଜିନିଷ କିଣିପାରେ ନାହିଂମ୍ , ଓ ଏହି କଥାକୁ ସମସ୍ତେ ଜାଣିଛନ୍ତି , ବଲିଉଡ୍ ର କଥା କହିଲେ ଯାହା ପ୍ରଥମରୁ ଦେଖାଯାଉଥିଲା ,ତା ଏବେ ବହୁତ ବଦଳିଯାଇଛି ଆମେ ଅଭିନେତ୍ରୀ ଶାନ୍ତିପ୍ରିୟା କଥା କହିଲେ ଅକ୍ଷୟ କୁମାରଙ୍କ ସେ ପ୍ରଥମ ଅଭିନେତ୍ରୀ ଥିଲେ ।ଅକ୍ଷୟ କୁମାର ବଲିଉଡ୍ ରେ ଦୁଇ ଦଶକରୁ ଅଧିକା ସମୟ ବିତାଇଛନ୍ତି , କିନ୍ତୁ ଅକ୍ଷୟ କୁମାରଙ୍କ ଫିଲ୍ମ ସୌଗନ୍ଧରେ ତାଙ୍କ ଅଭିନେତ୍ରୀ କିଏ ଥିଲେ କଣ ଆପଣ ଜାଣିଛନ୍ତି , ତାଙ୍କର ନାଁ ହେଲା ଶାନ୍ତିପ୍ରିୟା , ଯିଏକି ଏବେ ଅଲଗା ଜୀବନରେ ଚଳୁଛନ୍ତି , ଶାନ୍ତିପ୍ରିୟା ଅକ୍ଷୟଙ୍କ ସହ ସୌଗନ୍ଧ ଫିଲ୍ମରେ ଅଭିନୟ କରି ନିଜ ବଲିଉଡ୍ କ୍ୟାରିୟର୍ ଆରମ୍ଭ କରିଥିଲେ , ଏହା ପୂର୍ବରୁ ସେ ତାମିଲ୍ ଓ ତେଲେଗୁ ଫିଲ୍ମରେ କାମ କରୁଥିଲେ , ଓ ସେଠାରୁ ସେ ବହୁତ ପପୁଲାର୍ ହୋଇଗଲେ ।

ଡେବ୍ୟୁ ଫିଲ୍ମରେ କିଛି ଖାସ୍ ଚାଲିଲା ନାହିଂମ୍ , କିନ୍ତୁ ଶାନ୍ତିପ୍ରିୟା ହିନ୍ଧୀ ଫିଲ୍ମ କାମ କରିବା ସହଜ ହୋଇଗଲା , କିନ୍ତୁ ହିନ୍ଦି ଫିଲ୍ମ ବେଶୀ ଚାଲୁନଥିଲା,  ଏହି ସମୟରେ ଶାନ୍ତିପ୍ରିୟା ଅଭିନେତା ସିଦ୍ଧାର୍ଥଙ୍କୁ ବିବାହ କରିନେଲେ , କିନ୍ତୁ ବାହାଘର କିଛି ବର୍ଷ ପରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା , ବାହାଘରର ପାଞ୍ଚ ବର୍ଷ ପରେ ସେ ବିଧବା ଭାବେ ଚଳିଥିଲେ , କହିଦେବୁ କି ସିଦ୍ଧାର୍ଥ ରାୟଙ୍କୁ ସେ ଫିଲ୍ମ ବାଜିଗର ରେ କାଜୋଲ୍ ଙ୍କ ସହ ଦେଖାଯାଇଥିଲା , ଏହା ଛଡା ସେ କିଛି ଆହୁରି ଫିଲ୍ମରେ କାମ କରିଥିଲେ ,

ଶାନ୍ତିପ୍ରିୟା ଫିଲ୍ମ ଜଗତରୁ ଦୁରେଇ ଗଲେ , ଓ ଲମ୍ବା ସମୟ ପରେ ଟିଭି ସିରିଆଲ୍ ରେ ଫେରିଲେ , ଅନ୍ ସ୍କ୍ରିନ୍ ଏବେ ବହୁତ୍ କମ୍ ନଜର ଆସୁଛନ୍ତି , କିନ୍ତୁ ଅଫ୍ ସ୍କ୍ରିନ୍ ବହୁତ ଇଭେଣ୍ଟ୍ସ ରେ ସେ ଆସନ୍ତି , ଏବେ ଶାନ୍ତିପ୍ରିୟା କହିଲେ କି ହିନ୍ଦୀ ଫିଲ୍ମରେ କମ୍ ବ୍ୟାକ୍ କରିବାକୁ ଚାହୁଁଛନ୍ତି , ପ୍ରଥମ ମୁକାବଲାରେ ଶାନ୍ତିପ୍ରିୟାଙ୍କ ବହୁତ ଲୁକ୍ ବଦଳିଯାଇଛି , କିନ୍ତୁ ସେହି ନିରିହ ହସ ଆଜି ବି ତାଙ୍କ ଚେହେରାରେ ଅଛି ।

Leave a Reply

Your email address will not be published. Required fields are marked *