ମୁହଁରେ କ୍ୟାନ୍ସର୍ ହେବାର ଶରୀରରେ ପ୍ରଥମ ସଙ୍କେତ ଦେଇଥାଏ ଏହି ୧୬ ଟି ସଙ୍କେତ , ଯୁବାଙ୍କ ମଧ୍ୟରେ ନଜର ଆସିଥାଏ ଦ୍ୱିତୀୟ ସଙ୍କେତ…

ଇଣ୍ତିଆନ୍ କାଉନସେଲିଙ୍ଗ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ମୁତାବିକ , ଗତ ୬ ବର୍ଷରେ ମୁହଁର କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବହୁତ ପରିମାଣରେ ବଢିଯାଇଛି , ୨୦୧୮ ରେ ଦେଶରେ ମୁହଁର କ୍ୟାନ୍ସରଙ୍କ ସଂଖ୍ୟା ୧୧,୫ ଲକ୍ଷ ଥିଲା , ସେମିତି ସଂଖ୍ୟା ୨୦୧୨ ରେ କେବଳ ୧୦ ଲକ୍ଷ ଥିଲା , ଏତିକି ନୁହେଁ ମୁହଁରେ କ୍ୟାନ୍ସର ଯୋଗୁଁ ମରିବା ଲୋକଙ୍କ ସଂଖ୍ୟା ୧୨ ପ୍ରତିଶତ ବଢିବାର ଦେଖାଯାଉଛି , ୨୦୧୨ ରେ ତାଙ୍କର ମୃତ୍ୟୁ ହୋଇଥିଲା,  ଯେବେ କି ୨୦୧୮ ରେ ଏହା ୭,୮ ଲକ୍ଷ ହୋଇଥିଲା , ଆପଣଙ୍କୁ କହିଦେବୁ କି ସିଗରେଟ୍ ଓ ତମାଖୁ ଯୋଗୁଁ ମୁହଁରେ କ୍ୟାନ୍ସର୍ ହୋଇଥାଏ , ଓରାଲ୍ କ୍ୟାନ୍ସର ହେଉଥିବା ୮୦ ପ୍ରତିଶତ ଲୋକେ ତମାଖୁର ସେବନ କରିଥାନ୍ତି , ଏତିକି ନୁହେଁ ମୁହଁରେ କ୍ୟାନ୍ସର ପୂର୍ବରୁ ବହୁତ ପ୍ରକାରର ସଙ୍କେତ ମିଳିଥାଏ , ଯଦି ସଠିକ୍ ସମୟରେ ଚିହ୍ନଟ କରିନେବେ ତେବେ ଏହାର ଚିକିତ୍ସା ସମ୍ଭବପର ହୋଇଥାଏ , ତେବେ ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡୀକ ବିଷୟରେ ।

ମୁହଁରେ କ୍ୟାନ୍ସର ହେଲେ ଆପଣଙ୍କ ରକ୍ତର ଅପୁର୍ତ୍ତିକୁ ବଢିବା କାମ କରିଥାଏ , ଏହା ଅଲସର୍ ବନାଇବା କାମ କରିଥାଏ,  ଏହାର ବ୍ୟାକ୍ଟେରିଆ ଗଳାରେ ଖରାସ୍ ସୃଷ୍ଟି କରିଥାଏ , ଏହା ବ୍ୟାକ୍ଟେରିଆ ମୁହଁରୁ ଦୃଗନ୍ଧ ସୃଷ୍ଟି କରିଥାଏ , ଓ ମୁହଁରୁ ଆସୁଥିବା ଦୁର୍ଗନ୍ଧ ବି ଅଲଗା ଅଲଗା ହୋଇଥାଏ ,

ମୁହଁରୁ ଚୋପା ବାହାରିବା ବହୁତ ସାରା କାରଣ ହୋଇଥାଏ , ସାଧାରଣତଃ ଚୋପା ୮-୧୦ ଦିନ ପାଇଁ ହୋଇଥାଏ,  କିନ୍ତୁ ଆପଣଙ୍କ ମୁହଁରୁ ଚୋପା ୨ ସପ୍ତାହରୁ ଅଧିକା ଦିନ ରୁହେ ତେବେ ସତର୍କ ହୋଇଯାଆନ୍ତୁ , ଏହା ମୁହଁରେ କ୍ୟାନ୍ସର ହୋଇପାରେ । କେଉଁ ଗୋଟେ କାନରେ ଗଭୀର ଯନ୍ତ୍ରଣା ହୋଇଥାଏ , ଏହା କ୍ୟାନ୍ସର ସଙ୍କେତ ହୋଇଥାଏ , ଓ ଏମିତିରେ ଆପଣଙ୍କ ଜିଭ ଓ ମୁହଁରୁ ଯୋଡୀ ହୋଇଥିବା ତନ୍ତ୍ରିକାକୁ ପ୍ରଭାବିତ କରି ଥାଏ , ଯାହା କାନ ସହ ଯୋଡି ହୋଇଥାଏ , ଯଦି ଆପଣଙ୍କୁ ଏହି ସମସ୍ୟା ରୁହେ , ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ।

ମାଢି ଜିଭ ଓ ମୁହଁର ଅନ୍ୟ ଭାଗରେ ଲାଲ୍ କିମ୍ବା ଧଳା ଦାଗ ଛୋଟ ଛୋଟ ଦାଗ ମୁହଁର କ୍ୟାନ୍ସରସଙ୍କେତ ହୋଇଥାଏ , ଯଦି ଆପଣଙ୍କୁ ଏହା ଦୁଇ ସପ୍ତାହରୁ ଅଧିକା ରହିଥାଏ , ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ ,

ଆପଣଙ୍କୁ କହିଦେବୁ କି ଏହି ସ୍ଥିତିରେ ଓଜନ କମ୍ ହେବାକୁ ଲାଗିଥାଏ , ବହୁତ ମାମଲାରେ ଲିଭର୍ ଟ୍ୟୁମର୍ ହେବା କାରଣରୁ ଓଜନ କମ୍ ହୋଇଥାଏ,  ସାଧାରଣତଃ ଜିଭରେ ହେଉଥିବା କଷ୍ଟ ମାମଲାରେ ଏହା ସତର୍କ ରହିବା ଉଚିତ୍ , ମାଢିରେ ଟ୍ୟୁମର୍ ବ୍ୟାପିବା ଦ୍ୱାରା ଦାନ୍ତର ଜଡ ଦୁର୍ବଳ ହୋଇଯାଏ , ଯାହାର କାରଣରୁ ଦାନ୍ତ ହଲିବାକୁ ଲାଗେ , ଦାନ୍ତର କୌଣସି ସମସ୍ୟା ଅଣ ଦେଖା କରିବା ଭାରି ପଡିପାରେ ,

ମୁହଁରେ ଓରାଳ୍ କ୍ୟାନ୍ସର ଟ୍ୟୁମର୍ ବହୁତ ବଡ ହୋଈଯାଏ , ଓ ଏହା ସୁନ୍ନତା ଅନୁଭବ କରାଇଥାଏ,  ଓ ଶୁଣିବାକୁ ଅସୁବିଧା ସୃଷ୍ଟି କରିଥାଏ , ଆପଣଙ୍କ ଜିଭର ରଙ୍ଗ ନୀଳ ହୋଇଥାଏ ,

ଓରାଲ୍ କ୍ୟାନ୍ସରର ଅନ୍ୟ ସଙ୍କେତ ।

ଏହା ଛଡା ଆପଣଙ୍କୁ ସବୁବେଳେ ଗଳାରେ ଖରାସ୍ , କିଛି କହିଲେ ଅସୁବିଧା ଅନୁଭବ କଇର୍ବା , ଓ ଦାନ୍ତର ମାଢିରେ କଷ୍ଟ ହେବା , କିମ୍ବା ଗଳା ବସିବା , ଓ ଗଣ୍ଠି ହେବା , ଓ ଚୋବାଇବାରେ ଅସୁବିଧା ଦେଖାଦେବା , ଓ ଜିଭ ହଲାଇବାରେ ଅସୁବିଧା ହେବା , ଗଳା ଫୁଲିବା ଆଦି ସମସ୍ୟା ହୋଇଥାଏ , ତେବେ ଏଥିରୁ ଆପଣ ପୁରା ସତର୍କ ହୋଈଯାଆନ୍ତୁ ,

Reply