ନଖ ମଧ୍ୟରେ ଅଧା ଚନ୍ଦ୍ରମା ଖୋଲିଥାଏ ଜୀବନ ସହ ଯୋଡିହୋଇଥିବା ଅନେକ ରହସ୍ୟ , ଜାଣନ୍ତୁ କଣ ହୋଇଥାଏ ଏହାର ଅର୍ଥ..

ହସ୍ତରେଖା ବିଜ୍ଞାନ ଓ ଜ୍ୟୋତିଷ୍ୟ ଶାସ୍ତ୍ରରେ ଏମିତି ବହୁତ କଥା କୁହାଯାଇଛି ଯାହା ବିଷୟରେ ଜାଣିଲେ ଆପଣ ନିଜର ଭବିଷ୍ୟତ ବିଷୟରେ ପତ୍ତା ଲଗାଇପାରିବେ , ଏହାର ଜରିଆରେ ଆପଣ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାର ଅନ୍ଦାଜା ଲଗାଇପାରିବେ  ଆମର ହାତ ଓ ପାଦରେ ଏମିତି ବହୁତ ରେଖା ହୋଇଥାଏ ଯାହା ଆମ ଜୀବନ ସହ ଯୋଡି ହୋଇଥିବା ବହୁତ୍ କଥା ଖୁଲାସା କରିଥାଏ , ଏହି ରେଖାଗୁଡିକର କିଛି ନା କିଛି ଅର୍ଥ ନିଶ୍ଚିତ ରହିଥାଏ , ହସ୍ତରେଖା ଶାସ୍ତ୍ରରେ ଯାହାକୁ ଆମେ Palmistry କହିଥାଉ , ତା ଦ୍ୱାରା କହିବାକୁ ଗଲେ ବ୍ୟକ୍ତିର ନଖରୁ ଆମେ ବହୁତ କିଛି ରହସ୍ୟ ବିଷୟରେ ପତ୍ତା ଲଗାଇପାରିଥାଉ । ଆପଣ ଯଦି କେବେ ନଖ ଆଡକୁ ଧ୍ୟାନ ଦେଇଥିବେ ତେବେ ଦେଖିଥିବେ କି ସେଥିରେ ଅଧା ଚନ୍ଦ୍ର ପରି ଧଳା ଚିହ୍ନ ହୋଇଥାଏ , ଏହି ଚିହ୍ନ କେଉଁ ଅନ୍ୟ ନଖରେ ଦେଖାଦେଇନଥାଏ , ନଖରେ ଏହି ଚିହ୍ନ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ କହିଥାଏ , ଆଜି ଆମେ ଏହି ଚିହ୍ନଗୁଡିକ ବିଷୟରେ କଥା ହେବା, କୁହାଯାଏ ଯେଉଁ ବ୍ୟକ୍ତିର ନଖରେ ଏହି ଚିହ୍ନ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏହି ଆର୍ଟିକିଲ୍ ରେ ଆମେ ଆପଣଙ୍କୁ କହିବୁ ନଖରେ ଏହି ଅଧା ଚନ୍ଦ୍ରର ମତଲବ କଣ ହୋଇଥାଏ , ତେବେ ଆସନ୍ତୁ ଜାଣିବା ବିସ୍ତାରରେ ।

ଯେଉଁ ଲୋକଙ୍କର ନଖରେ ଏହି ପରି ଚିହ୍ନ ହୋଇଥାଏ ତେବେ ତାଙ୍କର ଜୀବନ ଭଲରେ କଟିଥାଏ , ଏହି ଲୋକଙ୍କର ଆରମ୍ଭରୁ କଠିନ ପରିଶ୍ରମ ଦ୍ୱାରା କଟିଥାଏ , କିନ୍ତୁ ପରିଶ୍ରମ ଫଳ ସବୁବେଳେ ମିଠା ହୋଇଥାଏ , ଏହା ଯେତେ ଅଧିକା ପରିଶ୍ରମ କରିବେ ଅଧିକା ଭଲ ଜୀବନ ଅତିବାହିତ ହେବ ।

ନଖରେ ଏହି ପରି ଚିହ୍ନ ଲୋକମାନଙ୍କର ଲାଇଫ୍ ପାର୍ଟନର୍ ବହୁତ ଭାଗ୍ୟଶାଳି ହୋଇଥାନ୍ତି , ଏମାନଙ୍କ ଯିଏ ବି ଜୀବନସାଥୀ ହେବ ସେ ବହୁତ ଭାଗ୍ୟଶାଳୀ ହେବ , ଓ ସେ ଅଧିକା ଭଲ ପାଇବା ଦେବେ , କିନ୍ତୁ ଗୋଟେ କଥା ଆପଣଙ୍କୁ ତାଙ୍କୁ ଅଧିକା ଯତ୍ନବାନ ହେବାର ଅଛି , ଆପଣ ଯେପରି ତାଙ୍କୁ ଯତ୍ନ ନେବେ ସେତେ ଆପଣଙ୍କୁ ଭଲ ପାଇବା ଦେବେ ।

ଯେଉଁ ଲୋକଙ୍କର ନଖରେ ଅଧା ଚନ୍ଦ୍ରର ଚିହ୍ନ ରହିଥାଏ ସେମାନେ ବହୁତ କଠିନ ପରିଶ୍ରମୀ ହୋଇଥାନ୍ତି , ସେମାନେ ବହୁତ କଠିନ ପରିଶ୍ରମ କରିବାକୁ କେବେ ଭୟଭୀତ ହୁଅନ୍ତି ନାହିଁ , ଓ ନିଜ କାମ ପ୍ରତି ମନୋବଳ ଦେଇ କାମ କରନ୍ତି , ଥରେ ଯେଉଁ ଜିନିଷକୁ କରିବାକୁ ତୟ କରିନେଲେ ସେମାନେ ତାକୁ କରି ହିଁ ଦମ୍ ନିଅନ୍ତି ।

ଯେଉଁ ଲୋକଙ୍କର ନଖରେ ଏହି ଅଧା ଚନ୍ଦ୍ରମା ଚିହ୍ନ ହୋଇଥାଏ ସେମାନେ ଜୀବନରେ କିଛି ବଡ କରିବାକୁ ପ୍ରୟାସ କରନ୍ତି , କିନ୍ତୁ କିଛି ଟା ପରିଶ୍ରମ ଓ ଆଶା ରଖିବାକୁ ହେବ , ଏଥିପାଇଁ ନ ଥକି ଚେଷ୍ଟା କରିଚାଲନ୍ତୁ ।

ଏମିତି ବ୍ୟକ୍ତି ମାନଙ୍କୁ ଦେଶ ପାଇଁ କିଛି ବଡ କରିବାର ସୁଯୋଗ ମିଳିଥାଏ , ଏମାନେ ଇମାନଦାରୀ ନିଜ କାମ କରିବା ଉଚିତ୍ , ମଉକା ମିଳିଲେ ଏପରି କୌଣସି କାମକୁ ହାତ ଛଡା କରିବା ଉଚିତ୍ ନୁହେଁ ।

Reply