ଏହା ହେଲା କିଛି ସରଳ ଉପାୟ , ଯାହାକୁ ନେଇ ଶନିଦେବ ହୋଇଥାନ୍ତି ଶିଘ୍ର ପ୍ରସନ୍ନ , ସବୁ ଦୂଃଖରୁ ମିଳିଯିବ ମୁକ୍ତି…

ଏମିତି କୁହାଯାଏ କି ଜୀବନର ସବୁ କଷ୍ଟକୁ ସୂର୍ଯ୍ୟପୁତ୍ର ଶନିଦେବ ମୁକ୍ତି ଦେଇପାରିବେ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ସବୁଠାରୁ କ୍ରୋଧୀ ଦେବତାରୁପେ ଜଣାଯାଏ , ତାଙ୍କର ନାଁ ମାତ୍ରରୁ କେବଳ ବ୍ୟକ୍ତିର ମନରେ ଭୟ ବସିଯାଏ , ସବୁ ଲୋକ ଶନିଦେବଙ୍କ ଖରାପ ପ୍ରଭାବରୁ ବଞ୍ଚିବାକୁ ଚାହଁନ୍ତି , ଯିଏବି ଶନିଦେବଙ୍କ ପୁଜା ଅର୍ଚ୍ଚନା କରିଥାଏ , ତାର ଜୀବନରେ ସବୁ କଷ୍ଟ ଦୂର ହୋଇଯାଏ , ଯଦି ବ୍ୟକ୍ତିର କୁଣ୍ତଳୀରେ ଶନିଦେବଙ୍କ ସାଢେସାତି ପ୍ରଭାବ ହୋଇଥାଏ , ତେବେ ଏମିତି ସ୍ଥିତିରେ ଶନିଦେବଙ୍କୁ ପ୍ରସନ୍ନ୍ କରିବାକୁ ହେଲେ ଶାସ୍ତ୍ରରେ କିଛି ଉପାୟ ବିଷୟରେ ଉଲ୍ଲେଖ କରାଯାଇଛି , ଯାହାକି ଆପଣ ସମସ୍ତେ ଜାଣିଥିବେ , ଶନିବାର ଦିନ ଶନିଦେବଙ୍କ ନାଁରେ ସମର୍ପିତ ଅଛି, ଓ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ହେଲେ ଏହି ଦିନକୁ ସର୍ବୋତ୍ତମ ବୋଲି ମାନାଯାଇଛି, ଏହି କିଛି ଉପାୟ କରି ଆପଣ ଶନିଦେବଙ୍କ ଖରାପ ଦୃଷ୍ଟିରୁ ବଞ୍ଚିପାରିବେ , ଯାହା ଦ୍ୱାରା ଆପଣଙ୍କ ଜୀବନରେ ସବୁ ଅସୁବିଧା ଦୁର ହୋଇଯିବ ।

ଯଦି ଆପଣ ଏହି ଉପାୟ ଗୁଡିକ କରନ୍ତି ତେବେ ଏଥିରେ ଶନିଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସଦୈବ ରହିବ , ଓ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ହାସିଲ୍ କରିବ , ଏହି ସବୁ କଥାକୁ ଧ୍ୟାନ ରଖି ଆଜି ଆମେ ଆପଣଙ୍କୁ ଶନିବାର ଦିନ କେଉଁ ଉପାୟ କଲେ ଶନିଦେବ ପ୍ରସନ୍ନ ହେବେ , ଏହି କଥାର ସୁଚନା ଦେବେ , ଏହି ଉପାୟ କରି ଆପଣ କିଛି ଦିନ ମଧ୍ୟରେ ସବୁ ଦୁଃଖରୁ ମୁକ୍ତି ପାଇପାରିବେ ।

ଯଦି ଆପଣଙ୍କ ଜୀବନରେ କେଉଁ ପ୍ରକାରର କିଛି ଅଟକାଉଥିବା କାର୍ଯ୍ୟ ଉତ୍ପନ୍ନ ହେଉଛି ତେବେ ଏମିତିରେ ଆପଣ ଶନିବାର ଦିନ କଳା କୁକୁର କଳା ଗାଇକୁ ରୁଟି କିମ୍ବା କଳା ଚଢେଇକୁ ଦାନା ଦେଇପାରିବେ ।

ଯଦି ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଚନ୍ତି ତେବେ ଶନିବାର ଦିନ ତେଲରେ ତିଆରି ହୋଇଥିବା ଜିନିଷ କେଉଁ ନିର୍ଧନ ବ୍ୟକ୍ତିଙ୍କୁ ଦାନ କରିଦିଅନ୍ତୁ ।

ଶନିଦେବଙ୍କ ଆଶିର୍ବାଦ ପ୍ରାପ୍ତି କରିବାକୁ ହେଲେ ଶନିବାର ଦିନ ଲାଲ ରେଶମୀ ଧାଗା ନିଅନ୍ତୁ, ଓ ନିଜ ଲମ୍ବା ମାପିଦିଅନ୍ତୁ , ଯଦି ଆପଣ ଏହି ଲାଲ୍ ରେଶମି ଫିତାକୁ ନିଜ ପୁଜା ଘରେ କିଛି ଦିନ ପୂର୍ବରୁ ଆଣି ରଖିଦେବେ , ତେବେ ଏହା ବହୁତ ହିଁ ଭଲ ହୋଇଥାଏ , ଏହାପରେ ଆପଣଙ୍କୁ ଲମ୍ବାର ବରାବର କାଟିକରି ତାକୁ ଭଲ ଭାବେ ଧୋଇ ପତ୍ରରେ ଗୋଡାଇଦିଅନ୍ତୁ , ଏହାପରେ ଓଁ ନମଃ ଶିବାୟ ଜପ କରି କେଉଁ ପବିତ୍ର ନଦୀରେ ପ୍ରବାହିତ୍ କରିଦିଅନ୍ତୁ ,

ଆପଣ ଶନିବାର ଦିନ ଅଶ୍ୱତଥ ଗଛରେ ଜଳ ଅର୍ପଣ କରନ୍ତୁ , ଓ ଏହାର ପରିକ୍ରମା ସାତଥର କରନ୍ତୁ , ଏହା ଛଡା ପ୍ରତ୍ୟେକ ଶନିବାର ଦିନ ଆପଣ ଶନି ମନ୍ଦିର ଯାଈକରି ସୋରିଷ ତେଲରେ ଶନିଦେବଙ୍କୁ ଅର୍ପଣ କରନ୍ତୁ ,

ଆପଣ ଶନିବାର ଦିନ ଉଡତ ଡାଲି ଚାରି ବଡ ଦାନା ନିଅନ୍ତୁ , ଓ ଏହାକୁ ନିଜ ମୁଣ୍ତର ଉପରେ ତିନିଥର ବାରମ୍ବାର କାଉଙ୍କୁ ଖୁଆଇଦିଅନ୍ତୁ , ଏହା ଦ୍ୱାରା ଆପଣଙ୍କ ଜୀବନରେ ସବୁ ଅସୁବିଧା ଦୂର ହୋଇଯିବ ।

ଶନିବାର ଦିନ କଳା ଘୋଡାର ପଛ ଡାହାଣ ଗୋଡର ନାଳରେ ନିଜ ଘରର ମୁଖ୍ୟ ଦ୍ୱାରରେ ୟୁ ଆକାରରେ ଲଗାନ୍ତୁ , ଏହା ଦ୍ୱାରା ଆପଣଙ୍କ ଘରେ କୁ ଦୃଷ୍ଟି ପଡିବ ନାହିଁ

ଶନିଦେବଙ୍କୁ କଲା ଜିନିଷ ଅତି ପ୍ରିୟ ଅଟେ , ଶନିବାର ଦିନ କେଉଁ ନିର୍ଧନ ବ୍ୟକ୍ତିଙ୍କୁ କଳା ଉଡତ ଡାଲି, କଳା କପଡା , କଳା ରାଶି କିମ୍ବା କଳା ଚଣା ଦାନ କଲେ  ଆପଣଙ୍କ ଉପରେ ଶନିଦେବଙ୍କ କୃପା ରୁହେ

ଶନିଦେବଙ୍କୁ ପ୍ରସନ୍ନ କରିବାକୁ ହେଲେ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ , ଏହା ଦ୍ୱାରା ଶନିଦେବଙ୍କ କୁ ପ୍ରଭାବରୁ ରକ୍ଷା ପାଇବେ ।

Leave a Reply

Your email address will not be published. Required fields are marked *