ରହସ୍ୟରେ ଅଛି ଏହି ୧୦୦ କିଲୋ ସୁନାର ମୁଦ୍ରା , ଏତେ ଓଜନଦାର ମୁଦ୍ରାକୁ ଏପରି ଭାବେ ହୋଇଥିଲା ଚୋରୀ..

ସୋସିଆଲ୍ ମିଡିଆରେ ପ୍ରାୟ ୧୦ ବର୍ଷ ଏକ ପୁରୁଣା ପଇସାକୁ ନେଇ ଭାଇରାଲ୍ ହୋଇଛି, ଏହା କୌଣସି ସାଧାରଣ ପଇସା ନୁହେଁ , ଏହି ପଇସାରେ କ୍ୱିନ୍ ଏଲିଜାବେଥ୍ ଙ୍କ ଫଟୋ ଅଛି, ଏହି ଫଟୋ କାନାଡାର ଆର୍ଟିଷ୍ଟ ସୁଜାନା ବ୍ଲଣ୍ଟ ବନାଈଥିଲେ , ଯେବେ କି ପଇସାର ଅନ୍ୟ ପଟେ ବଡ ମ୍ୟାପେଲ୍ ଲିଫ୍ ର ଫଟୋ ଅଛି, ଯାହାର ଦାମ୍ ପ୍ରାୟ ୩୦ କୋଟି ୩୮ ଲକ୍ଷରୁ ଅଧିକା ବୋଲି କୁହାଯାଉଛି, ଦୁନିଆଁର ସବୁଠାରୁ ଅଧିକା ଓଜନଦାର୍ ପଇସାର ଓଜନ ବିଷୟରେ ଶୁଣିଲେ ଆପଣ ଚକିତ ହୋଇଯିବେ , ଏହି ଦିନରେ ଏହି ପଇସାକୁ ନେଇ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି , ଏବେ ଏହି ରୋଚକ କଣ ଭ୍ୟାଲୁ ଅଛି ଏହା ନିଶ୍ଚିତ ଜାଣିନିଅନ୍ତୁ ।

ଦୁନିଆଁର ସବୁଠାରୁ ବଡ ଦ୍ୱିତୀୟ ପଇସା ଆଜି ବି ଚର୍ଚ୍ଚାର ଆସିଥିଲା ଯେବେ ଜାସୁସ୍ ମାନେ ୨୦୧୭ ରେ ଏହି ପଇସାକୁ ବୋର୍ଡ ମୁଜିୟମ୍ ରୁ ଚୋରାଇନେଇଥିଲେ , ମାମଲା କୋର୍ଟରେ ପହଞ୍ଚିଲା , ଏହାର ଶୁଣାଣୀ ବି ହୋଇସାରିଛି, ଆଶ୍ଚର୍ଯ୍ୟର କଥା ଏହା କି ୫୩ ସେଣ୍ଟିମିଟର ଏହି ପଇସା ଏକ ଅଜ୍ଞାତ କଲେକ୍ଟର ଲୋନ୍ ରେ ନେଇକରି ବୋର୍ଡ ମ୍ୟୁଜିୟମ୍ ରେ ରଖାଯାଇଥିଲା , ତାହାପରେ ୧୦୦ କେଜି ଏହି ପଇସା ଚୋରି ହୋଇଗଲା ।

କୁହାଯାଊଛି କି ୧୦୦ କିଲୋ ପଇସାକୁ ଚୋରୀ କରିବାପାଇଁ ଚୋର ମାନେ ଠେଲା, ରସି , ମ୍ୟୁଜିମମ୍ ମଧ୍ୟରେ ପଶିଯାଇଥିଲେ , ଓ ପଇସାକୁ ନେଇ ଗଲେ , ଏବେ ପୋଲିସ୍ ଚୋରଙ୍କୁ ଗିରଫ କରିନେଲେ , କିନ୍ତୁ ଏହି ପଇସାର କିଛି ପତ୍ତା ଲାଗିପାରିଲା ନାହିଁ , ପୋଲିସ୍ ଏହି ପଇସାକୁ ଖୋଜିବାକୁ ବହୁତ ଚେଷ୍ଟା କଲେ , କିନ୍ତୁ ପଇସା ବିଷୟରେ କିଛି ବି ସୁରାଗ୍ ମିଳିପାରିଲା ନାହିଁ , ଚୋର ଏହି ପଇସାକୁ ନେଇ ତାହାକୁ ତରଳାଇ ବ୍ୟବହାର କରିଥିବେ ।

Leave a Reply

Your email address will not be published. Required fields are marked *