ଆଜି ଦେଖିନିଅନ୍ତୁ ମୁକେଶ ଅମ୍ବାନୀଙ୍କ କୁଣ୍ତଳୀ ,ଜାଣନ୍ତୁ କଣ ଅଛି ଖାସ୍ – ଆସନ୍ତୁ ଜାଣିବା ତାଙ୍କ ବିଷୟରେ..

ମୁକେଶ ଅମ୍ବାନୀ କେବଳ ନାଁ ନୁହେଁ ବରଂ ବିଶ୍ୱର ଏକ ବଡ ବ୍ରାଣ୍ତ ହୋଇସାରିଛି । ରିଲାୟନ୍ସ ଇଣ୍ତଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଆଜି ନା କେବଳ ଇଣ୍ତିଆ ନୁହେଁ ବରଂ ବିଶ୍ୱର ଟପ୍ ଧନୀ ଲୋକଙ୍କର ଲିଷ୍ଟରେ ଆସନ୍ତି , ମୁକେଶ ଅମ୍ବାନୀ ଜଣେ ବିଜନେସ୍ ମ୍ୟାନ୍ ଅଟନ୍ତି , ଆଜି ଆମେ ମୁକେଶ ଅମ୍ବାନୀଙ୍କ ପପୁଲାରିଟି ବଲିଉଡ୍ ଷ୍ଟାର୍ ଙ୍କ ସହ କରାଯାଉଛି , ମୁକେଶ ଅମ୍ବାନୀ ଜଣେ ଏପରି ବିଜନେସ୍ ମ୍ୟାନ୍ ଅଟନ୍ତି , ଯାହାଙ୍କୁ ଅଧିକା ଲୋକପ୍ରିୟତା ମିଳିଛି , ମୁକେଶ ଅମ୍ବାନୀ ଅସଲ ପ୍ରସିଦ୍ଧି ସେହି ସମୟରୁ ଆରମ୍ଭ ହୋଇସାରିଥିଲା ଯେବେ ଭାରତରେ ଜିଓର ୪ ଜି ଇଣ୍ଟରନେଟ୍ ସେବା ବହୁତ ମାସ ଯାଏଁ ବିଲକୁଲ୍ ମାଗଣାରେ ଦେଇଥିଲେ , ଏହି ଫ୍ରୀ ଇଣ୍ଟରନେଟ୍ ସେବା ଦେବାପରେ ମୁକେଶ ଅମ୍ବାନୀ ବହୁତ ଯୁବା ପିଢୀଙ୍କ ପାଇଁ ପ୍ରେରଣା ହୋଇଯାଈଥିଲେ ।

ଏହି କଥା ତ ସମସ୍ତେ ଜାଣିଛନ୍ତି କି ମୁକେଶ ଅମ୍ବାନୀଙ୍କ ପାଖରେ ଏତେ ପଇସା ଅଛି କି ଯାହାର ହିସାବ ବି ନାହିଁ  ମୁମ୍ବାଇରେ ତାଙ୍କର ୧୦୮ ମହଲା ବଙ୍ଗଳା ଓ ଦୁନିଆଁର ସବୁଠାରୁ ଦାମିକା ଗାଡିର କଲେକ୍ସନ୍ ଓ ନିଜର ପର୍ସନାଲ୍ ପ୍ଲେନ୍ ବି ରଖିଛନ୍ତି , ମୁକେଶ ଅମ୍ବାନୀ କେବଳ ପଇସା କମାଇନଥାନ୍ତି ବରଂ ନୁଆ ନୁଆ ବିଜନେସ୍ ଆରମ୍ଭ କରି ଲୋକଙ୍କୁ ରୋଜଗାରର ପନ୍ଥା ବି ଯୋଗାଇଛନ୍ତି , ଆପଣ କେବେ ଭାବିଛନ୍ତି ଏହି ବ୍ୟକ୍ତି କିପରି ଏତେ ଧନୀ ଓ ଲୋକପ୍ରିୟତା ହାସିଲ୍ କରିପାରିଲା ?

ଆମେ ସମସ୍ତେ ଜାଣିଛେ କି ରିଲାୟନ୍ସ ଇଣ୍ତଷ୍ଟ୍ରିର ମୂଳ ଉତ୍ସ ତାଙ୍କ ବାପା ଧୀରୁ ଭାଇ ଅମ୍ବାନୀ ଥିଲେ , ଏମିତିରେ କିଛି ଲୋକଙ୍କର ମାନିବା କଥା କି ମୁକେଶ ଅମ୍ବାନୀ ଜଣେ ଭାଗ୍ୟବାନ ବ୍ୟକ୍ତି ଅଟନ୍ତି , ଯିଏକି ଏତେ ବଡ ଧନୀ ଘରେ ଜନ୍ମ ନେଲେ , କିଛି ଲୋକଙ୍କର ମାନିବାକଥା କି ମୁକେଶ ଅମ୍ବାନୀଙ୍କ ପାଖରେ ସେହି ଦକ୍ଷତା ଅଛି ଯାହାକୁ ନେଇ ସେ ତାଙ୍କ ବାପାଙ୍କ କୋଟିଏ ଓ ଆରବ ଉପରେ ଟଙ୍କାକୁ ନେଇ ଏକ ବିରାଟ ବିଜନେସ୍ ରେ ଲଗାଇପାରିଲେ ,

ଏବେ ଏହାକୁ ଭାଗ୍ୟ କୁହନ୍ତୁ କିମ୍ବା ମୁକେଶ ଅମ୍ବାନୀଙ୍କ ଦକ୍ଷତା , କିନ୍ତୁ ତାଙ୍କର ଗୋଟିଏ ଜିନିଷ ବହୁତ ମାଇନା ରଖେ ଯାହା ମୁକେଶ ଅମ୍ବାନୀଙ୍କୁ ଏତେ ସଫଳତା ଦେଇଛି , ତାହା ହେଲା ମୁକେଶ ଅମ୍ବାନୀଙ୍କର ଶାନଦାର୍ କୁଣ୍ତଳି , ଆପଣଙ୍କ କୁଣ୍ତଳୀ ଆପଣଙ୍କ ଜୀବନରେ ଅଶେଷ ସଫଳତା ଦେଇଥାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କ କୁଣ୍ତଳୀ ବିଷୟରେ କିଛି ରହସ୍ୟ କହିବୁ । ଆଜି ଆମେ ଏହି ଭିଡିଓରେ ଦେଖାଇବାକୁ ଯାଉଛୁ , ପଣ୍ତିତ ନର୍ମଦେଶ୍ୱର ଶାସ୍ତ୍ରୀ ମୁକେଶ ଅମ୍ବାନୀଙ୍କର କୁଣ୍ତଳିର ଖାସିୟତ୍ ବିଷୟରେ କହିଛନ୍ତି , ଏହି ଭିଡିଓକୁ ଦେଖିବାପରେ ଆପଣ ମୁକେଶ ଅମ୍ବାନୀଙ୍କ କୁଣ୍ତଳୀରୁ ତାଙ୍କ ସହ ଯୋଡି ହୋଇଥିବା ସବୁ ବିବରଣୀ ପ୍ରାପ୍ତ କରିପାରିବେ । ଦେଖନ୍ତୁ ଏହି ଭିଡିଓକୁ ।

 

 

Leave a Reply

Your email address will not be published. Required fields are marked *