ମରିବାର ଠିକ୍ ପୂର୍ବରୁ ୧୩ ବର୍ଷ ଛୁଆର କପିରେ ତିଆରି ହୋଇଥିବା ଚିତ୍ର ଦେଖିକରି ପରିବାର ଲୋକେ ହୋଇଗଲେ ଚକିତ…

ମୁମ୍ବାଇର ପାଖରେ ଥିବା ନାଲାସୋପାରା ଇଲାକାରେ ସେହି ସମୟରେ ହଙ୍ଗାମା ହୋଇଗଲା ଯେବେ କବାଟ ଖୋଇବାପରେ ୧୩ ବର୍ଷର ଛୁଆ ଫାଶୀରେ ଝୁଲୁଥିବାର ଶବ ମିଳିଥିଲା , ଭାବିବାର କଥା ଏହି କି ଯେ ଯେଉଁ ୧୩ ବର୍ଷର ଛୁଆ ଆତ୍ମହତ୍ୟା ମତଲବ ଠିକ୍ ସେ ଜଣା ପଡିନଥିଲା କି ଫାଶୀ କିପରି ଲଗାଇଥିଲେ , ଯେଉଁ ଭଳି ଛୁଆର ଶବ ପାଖରେ ଏକ ନୋଟ୍ ବୁକ୍ ମିଳିଥିଲା ସେଥିରେ ଏହି କଥା ପ୍ରମାଣିତ ହୋଇଯାଇଥିଲା କି ଏହା ପୁରା ଯୋଜନାବଦ୍ଧ ଭାବେ ଆତ୍ମହତ୍ୟା କରିଛି, ଛୁଆର କପିରେ ଏମିତି ଡେମୋ ବନାଈଥିଲା କି ଯାହାକୁ ଦେଖି ପରିବାର ଲୋକେ ଚିତ୍କାର କରିଉଠିଥିଲେ ।ଛୁଆଟି କଣ ପାଇଁ ଆତ୍ମହତ୍ୟା କରିଛି ଏହି କଥା ସ୍ପଷ୍ଟ ହୋଇପାରିନାହିଁ , ଯେବେ ଲୋକେ କପିରେ ରଖାହୋଇଥିବା ପର ଫାଶୀର ଦଉଡିର ଡେମୋ ଦେଖିଲେ ଲୋକେ ଚକିତ ହୋଇଗଲେ , ଛୁଆଟି ବହୁତ ସମୟ ଭାବିକରି ଫାଶି ଲଗାଇଥିଲା , ସେହି କପିରେ ପ୍ରଥମ ପର ବନାଇଥିଲା , ତାପରେ ପର ଫାଶୀର ଦଉଡି ଲଗାଇଥିବାର ଦେଖାଯାଇଥିଲା , ପୋଲିସ୍ ଓ ପରିବାର ଲୋକେ ଆଶ୍ଚର୍ଯ୍ୟ ଚକିତ ଅଛନ୍ତି , ପରିଶେଷରେ ଛୁଆ ଏପରି କଣ ପାଇଁ କରିଥିଲା ।

ସୁଚନା ମୁତାବିକ ପୁରା ଇଲାକାରେ ଛୁଆର ଏଭଳି ଆତ୍ମହତ୍ୟା କରିବାର ଚର୍ଚ୍ଚା ହେଉଛି , ପୋଲିସ୍ ବି ପରିବାର ଓ ଛୁଆର ସାଙ୍ଗ ପାଇଁ ପଚରାଉଚରା କରୁଛି , ସେପଟେ ପୋଲିସ୍ ଛୁଆର କପି ଓ କମ୍ୟୁଟର ବି ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *