ପାର୍କରେ ମହିଳାଙ୍କ ଖପୁରି ସହ ଉଡିଗଲା ମୁଣ୍ତର ବାଳ , ପୁରା କାହାଣୀ ଜାଣିଲେ ଆପଣ ଚକିତ ହୋଇଯିବେ..

ସବୁ ଠିକ୍ ଠାକ୍ ଅବସ୍ଥାରେ ଥିବା ବ୍ୟକ୍ତିର ସହ କେବେ କେଉଁ ଘଟଣା ଘଟିଯିବ ଏହା କହିବା ଅସମ୍ଭବ , ଲୋକେ ବାହାରକୁ ବୁଲିବା ଯିବା ପାଇଁ ବହୁତ ମଜା ନେଇଥାନ୍ତି , ପଞ୍ଜାବର ଭତିଣ୍ତାରେ ଜିଲ୍ଲା ରାମପୁରା ଫୁଲ୍ ଇଲାକାରେ ରହୁଥିବା ଏକ ୨୮ ବର୍ଷୀୟ ମହିଳା ନିଜ ଫ୍ୟାମିଲି ସହ ପାର୍କ ବୁଲିବାକୁ ଆସିଥିଲେ , ମହିଳାଙ୍କୁ ଜଣାନଥିଲା କି ସେ ଯେଉଁ ପାର୍କକୁ ବୁଲିବାକୁ ଯାଉଛନ୍ତି , ସେଠାରେ ତାଙ୍କର ମୃତ୍ୟୁ ହୋଇଯିବ , ଓ କେବେ ସେ ଫେରିଆସିପାରିବେ ନାହିଁ , ଆଶ୍ଚର୍ଯ୍ୟର କଥା ଏହି କି ଯେ ମହିଳାଙ୍କ ମୃତ୍ୟୁ ଏକ ଝୁଲା ଦ୍ୱାରା ହିଁ ହୋଈଯିବ , ଏହା କାହାକୁ ବିଶ୍ୱାସ ନଥିଲା ,

ମହିଳା କାନାଡାରୁ ଆସିଥିଲେ ଓ କିଛି ସଂମ୍ପର୍କୀୟଙ୍କ ସହ ପାର୍କ ବୁଲିବାକୁ ଆସିଥିଲେ , ଓ ସେଠାରେ ଏକ ଗୋ କାର୍ଟରେ ବସିଥିଲେ , ମହିଳାଙ୍କ ସହ ତାଙ୍କ ସ୍ୱାମୀ ଗୋ କାର୍ଟରେ ବୁଲୁଥିଲେ , ଗୋ କାର୍ଟରେ ବସିବା ସମୟରେ ସେ ହେଲେମେଟ୍ ପିନ୍ଧିଥିଲେ , କିନ୍ତୁ ସେହି ମହିଳାଙ୍କ ବାଳ ଢିଲା ଥିଲା , ତାଙ୍କର ବାଳରେ ରବର ବ୍ୟାଣ୍ତ ଲଗାହୋଇନଥିଲା,  ଯାହାର କାରଣରୁ ତାଙ୍କର ବାଳ ଗୋ କାର୍ଟର କଟରରେ ଫସିଗଲା , ଓ ଗୋ କାର୍ଟ ଚାଳୁଥିବା ବେଳେ ଖପୁରୀ ସହ ବାଳ ବି ଉଠିଯାଇଥିଲା ।

ମହିଳାଙ୍କ ଅବସ୍ଥା ତୁରନ୍ତ ବିଗିଡିଯାଇଥିଲା , ଗୋ କାର୍ଟରେ ବାଳ ଫସିଯିବାପରେ ମହିଳାଙ୍କ ଖପୁରି ବହୁତ ରକ୍ତ ବାହାରିଥିଲା , ମହିଳାଙ୍କୁ ପାଖରେ ଥିବା ମେଡିକାଲ୍ ନିଆଯାଈଥିଲା , ସେଠାରେ ଚିକିତ୍ସା ପରେ ମହିଳାଙ୍କ ହାଲତରେ କିଛି ବି ସୁଧାର ଆସିଲା ନାହିଁ ଓ ମୃତ୍ୟୁ ବରଣ ସେଠାରେ ସେ କରିଥିଲେ , ଆପଣଙ୍କୁ କହିଦେବୁ କି ଗୋ କାର୍ଟ ଏକ ପ୍ରକାରର କାର୍ ସେପ୍ ର ହୋଇଥାଏ , ଏଥିରେ  ସେହି ବ୍ୟକ୍ତିଙ୍କର ରେସିଙ୍ଗ୍ ମେସିନ୍ ଲାଗିଥାଏ ।

Leave a Reply

Your email address will not be published. Required fields are marked *