କଣ୍ତେଇ ସହ ନେଇ ନେଉଥିଲେ ସେଲ୍ଫି, ତେବେ କ୍ୟାମେରାରେ କୈଦ ହେଲା ଏକ ଭୟାନକ ଦୃଶ୍ୟ , ଆପଣ ବି ଦେଖିଲେ ଚମକି ଉଠିବେ..

ଦୁନିଆଁରେ ଏମିତି ଭୟାନକ ଜାଗା ଅଛି ଯାହାର ବିଷୟରେ କଥା ହେଲେ ଲୋକେ ଭୟଭୀତ ହୋଇଉଠନ୍ତି , ରାତି ହେବା ପୂର୍ବରୁ ଲୋକେ ସେହି ଜାଗାରୁ ବାହାରି ଆସନ୍ତି , ସେମିତି ଏହିପରି ଭୟାନକ ଜାଗାକୁ ଯାଇକରି ଲୋକେ କିଛି ହରକତ ଅନୁଭବ କରନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଭୁତିଆ ଜାଗା ବିଷୟରେ କହିବାକୁ ଯାଊଛୁ , ଯେଉଁଠି ଯାଇକରି ଲୋକେ ମୁଣ୍ତ କାମ କରିବା ବନ୍ଦ କରିଦିଏ , ମୁଣ୍ତ ବିନ୍ଧା ହୋଇଥାଏ , ବ୍ୟକ୍ତି ନିଜକୁ ରୋଗାଗ୍ରସ୍ତ ହେଲା ଭଳି ଅନୁଭବ କରେ ।ଜଣାଇଦେବୁ କି ନର୍ଟିଘମଶାୟର୍ ରେ ଦି ଭିଲେଜ ଅଫ୍ ଦି ଡିମ୍ଡ ନାମକ ଏକ ବିଲଡିଙ୍ଗ୍ ରେ ଯାଉ ଯାଉ ବ୍ୟକ୍ତି ନିଜକୁ ସଠିକ୍ ମନେ କରେ ନାହିଁ , ଯେବେ ଏହି ବିଲଡିଙ୍ଗ୍ ରେ କ୍ରେଗ୍ ଜୋନ୍ସ ଓ ମ୍ୟାଟ୍ ବୁଡ୍ ନାମକ ଦୁଇଟି ପାରାନର୍ମଲ୍ ରିସର୍ଚ୍ଚର ପହଞ୍ଚିଲେ ତେବେ ତାଙ୍କ ସହ ଏପରି କିଛି ହୋଇଥିଲା , ଏହି ବିଲଡିଙ୍ଗ୍ ଏମିତି କିଛି ହାଦସା ହେବାର ପଛରେ ଜେନେଟ୍ ନାମକ ଏକ କଣ୍ତେଇ ଅଛି ବୋଲି ଜଣାଯାଏ , ଏହି କଣ୍ତେଇ ଭୁତିଆ କଣ୍ତେଇ ବୋଲି କୁହାଯାଏ , କୁହାଯାଏ କି କଣ୍ତେଇର କାରଣରୁ ବିଲଡିଙ୍ଗ୍ ରେ କାହାର ପାଦର ଶବ୍ଦ ଆସୁଛି ,

ବିଲଡିଙ୍ଗ୍ ରେ ପଶିଲେ ଏହି ଦୁଇ ବ୍ୟକ୍ତି ଦେଖିଲେ କି ସେ ଏକା ସାଙ୍ଗେ ସେଲ୍ଫି ନେବାକୁ ଚାହୁଁଥିଲେ ତେବେ ତାଙ୍କ ସହ କିଛି ଏପରି ହୋଇଥିଲା , ଯାହାକୁ ଜାଣିକରି ତାଙ୍କ ମାଟି ତଳୁ ଖସିଗଲା , ଦୁହେଁ ସେଲ୍ଫି ନେଲେ ଫଟୋରେ ଦେଖିଲେ କି କଣ୍ତେଇର ଆଖିର ପଲକ ପଡୁଛି, ବରଂ ଅସଲରେ କଣ୍ତେଇର ପଲକ ନଥିଲା , ଏମିତି ଭୟାନକ ଫଟୋ ଦେଖିକରି ଦୁହେଁ ବହୁତ ଭୟଭୀତ ହୋଈଯାଇଥିଲେ । ଓ ସେମାନେ ଏହି ଫଟୋକୁ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ।

Leave a Reply

Your email address will not be published. Required fields are marked *