ଗାର୍ଲଫ୍ରେଣ୍ତର ଆଲମୀରାରେ ଭୟାନକ ଜିନିଷ ଦେଖି ସଦମାରେ ଆସିଗଲା ବୟଫ୍ରେଣ୍ତ , ନିଜ ସାଙ୍ଗ ମାନଙ୍କୁ ମାଗିଲା ସାହାଯ୍ୟ..

୨୪ ଘଣ୍ଟା କିଛି ସମୟ ପାଇଁ ବୟଫ୍ରେଣ୍ତ –ଗାର୍ଲଫ୍ରେଣ୍ତ ଜଣେ ଅନ୍ୟ ଜଣଙ୍କ ଠାରୁ ଅଲଗା ହୋଇଯାଆନ୍ତି , ପୁରା ସମୟ ଏକା ସାଙ୍ଗେ ବିତାଇବାପରେ ପୁଅକୁ ଲାଗିଲା କି ତାହାର ଗାର୍ଲଫ୍ରେଣ୍ତ ତାକୁ କୌଣସି ଗୋଟେ ଜିନିଷ ଲୁଚାଉଛି , ଯେବେ ସେ ଗୋଟେ ଦିନ ଗାର୍ଲଫ୍ରେଣ୍ତ କଲେଜ୍ ଯାଇଥିଲା , ତେବେ ସେ ଚୁପ୍ ଚାପ୍ ତାର ଆଲମୀରା ଖୋଲିଲା , ଆଲମିରାରେ ଗୋଟେ ବକ୍ସରେ ଯାହା ଦେଖିଲା ତାପରେ ପୁଅ ପୁରା ଚକିତ ହୋଇଗଲା , ଓ ସେ ନିଜେ ନିଜ ଗାର୍ଲଫ୍ରେଣ୍ତ ସହ କଣ କରିବାର ରାୟ ମାଗିଲା , ପୁଅକୁ ବୁଝା ପଡୁନଥିଲା କି ନିଜ ଏହି ଜିନିଷ ଝିଅଟି କଣ କରୁଥିଲା , ସେ ଏହି ଜିନିଷକୁ ସମ୍ଭାଳି କରି ରଖିଲା ।

ପୁଅଟି ଯେପରି ଗାର୍ଲଫ୍ରେଣ୍ତର ଆଲମୀରା ଖୋଲିଲା ତେବେ ଦେଖିଲା କି ତାହାର ଦାନ୍ତ ଘଷା ବ୍ରଶ, ତାର ପାନିଆଁ , ବ୍ୟବହାର ହୋଇଥିବାନଖ, ଓ ସପିଙ୍ଗ୍ କରିଥିବା ବିଲ୍ ବି ଥିଲା , ଏତିକି ନୁହେଁ ଯୁବକ ଜଣଙ୍କ ଗାର୍ଲଫ୍ରେଣ୍ତ ଆଲମୀରାରେ ଖାଲି ପ୍ୟାକେଟ୍ , ଭଙ୍ଗା ହୋଇଥିବା ଗ୍ଲାସ୍ , ବ୍ୟବହାର ହୋଇଥିବା ଅଧା ସାବୁନ୍ , ପ୍ଲାଷ୍ଟର୍ , ଚୁଇଁଗମ୍ , ଓ ବକ୍ସର ସ୍କର୍ଟ ମିଳିଲା ।

ଏହି ସବୁ ଜିନିଷ ତାର ଗାର୍ଲଫ୍ରେଣ୍ତ ଏପରି ସମ୍ଭାଳି କରି ରଖିଥିଲା କି ଯେପରି ତାହା କେଉଁ ଆଡେ ହଜିଯିବ , ଯାହାପରେ ଯୁବକ ଜଣଙ୍କ ଏହି କଥା ନିଜ ସାଙ୍ଗ ମାନଙ୍କ ସହ ସେୟାର୍ କରିଥିଲା , ପୁଅକୁ କିଛି ବୁଝା ପଡୁନଥିଲା କି ଏହି କଥା ତାର ଗାର୍ଲଫ୍ରେଣ୍ତକୁ ପଚାରିଦେଲେ କିଛି ଭୁଲ୍ ହେବନି ତ , ଏହି ସବୁ ଜିନିଷକୁ ଦେଖି ପୁଅଟି ଭୟଭୀତ ହୋଇଯାଇଥିଲା , କିଛି ଲୋକଙ୍କର କହିବା କଥା କି ସେ ଝିଅକୁ ଛାଡିଦେବା ଉଚିତ୍ , କାରଣ ଏହି ସବୁ କାମ ଏକ ପିଶାଚିର ହୋଇପାରେ , କାରଣ ଏହି ପରି ଅଜବ ଧରଣର ଜିନିଷ କେବଳ ଏକ ପିଶାଚୀ ରଖିଥାଏ ।

 

Leave a Reply

Your email address will not be published. Required fields are marked *