ରାତାରାତି ଅଚାନକ ଗାୟବ ହୋଇଗଲା ଏହି ସହର , ହଜାର ବର୍ଷ ପରେ ମିଳିଲା , ଏହି କାରଣ ପାଇଁ ଗାୟବ ହେଇଯାଇଥିଲା..

ଦୁନିଆଁରେ ଏମିତି ବହୁତ ରହସ୍ୟ ଲୁକ୍କାୟିତ ହୋଇରହିଛି ଯାହାକୁ କେହି ଜାଣିପାରିନାହାନ୍ତି , ଯେବେ କେଉଁ ରହସ୍ୟ ଆମର ସାମ୍ନାକୁ ଆସିଥାଏ ତେବେ ଆମେ ତା ଉପରେ ବିଶ୍ୱାସ କରିନଥାଉ । ଏବେ ଏକ ଏମିତି ସହରର ଖୋଜ୍ ମିଳିଛି ଯାହା ହଜାର ବର୍ଷରୁ ରାତାରାତି ଗାୟବ ହୋଇଯାଈଥିଲା,  ଏହି ସହର ସେଣ୍ଟ୍ରାଲ୍ ଆମେରିକା ର ହଂଣ୍ତୁରସ ସ୍ଥିତରେ ଥିଲା , ଓ ଏହା ସେହି ସମୟର ସବୁଠାରୁ ଧନୀକ ସହର ବୋଲି ଜଣାଯାଉଥିଲା,  ଏହି ସହର ଜଙ୍ଗଲ ଓ ପାହାଡ ଘେରାରେ ଥିବା ହେତୁ ବହୁତ ଲୋକପ୍ରିୟ ଥିଲା , କୁହାଯାଊଛି କି ଏହି ସହରର କିଛି ଲୋକ ସହରର ଦେବତା ମାନେ ମଙ୍କି ଗଡ୍ ଙ୍କୁ ଅପମାନ କରିଥିଲେ , ଏଥିରେ ନାରାଜ୍ ହୋଇ ମଙ୍କି ଗଡ୍ ସହରକୁ ଅଭିଷାପ ଦେଇଥିଲେ,  ଓ ସେ ସହର ରାତାରାତି ଗାୟବ ହୋଇଗଲା ,

ଏହା ଛଡା ଏହା ବି କୁହାଯାଊଛି କି ଯିଏକି ଏହି ସହରର ଖୋଜ୍ କରୁଛି ତାହାର ତ୍ୱଚା ସଂବନ୍ଧିତ ସବୁ ରୋଗ ଆସିଯାଉଛି , ଏହାପରେ ସେହି ବ୍ୟକ୍ତିର ଚମଡାକୁ ପୋକ ଖାଆନ୍ତି , ଏବେ ୨୦୧୯ ର ଆରମ୍ଭରେ ଏହି ସହର ଖୋଜା ଗଲା , ନେଶନ୍ୟାଲ୍ ଯିଓଗ୍ରାଫି ଚ୍ୟାନେଲ୍ ରେ ଡଗ୍ଲସ ପ୍ରେଷ୍ଟନ୍ ଟିମ୍ ସହ ମିଶିକରି ଏହି ସହର ଖୋଜାଯାଇଥିଲା ,

ସେ ୪ ବର୍ଷରୁ ନିଜ ଟିମ୍ ସହ ସେଣ୍ଟ୍ରାଲ୍ ଆମେରିକା ର ଘନ ଜଙ୍ଗଲରେ ସହରର ଖୋଜ୍ କରୁଥିଲେ,  ବହୁତ ସମୟ ପର୍ଯ୍ୟନ୍ତ ମୋସ୍କୁଟା ଜଙ୍ଗଲରେ ଭଟକୁଥିଲେ,  କିନ୍ତୁ ଅଚାନକ ତାଙ୍କୁ ଏମିତି କିଛି ଦେଖାଗଲା , ଯାହାକୁ ଦେଖି ସେ ବହୁତ ଖୁସି ହେଲେ , ମାଟିରେ ତାଙ୍କ ଟିମ୍ ଙ୍କୁ କିଛି ମୁର୍ତ୍ତିର ଅଂଶ ଦେଖାଗଳା , ସେ ନିଜେ ସେହି ମୁର୍ତ୍ତିକୁ ସେହି ମାଟିତଳୁ ବାହାର କଲେ , ତାପରେ ଏହି ରହସ୍ୟରୁ ପର୍ଦା ଉଠିଲା , ସେହି ମାଟିରୁ ମଙ୍କି ଗଡ୍ ଙ୍କ କିଛି ମୁର୍ତ୍ତି ବାହାର କରାଯାଈଥିଲା ,

Leave a Reply

Your email address will not be published. Required fields are marked *