ଥାନାରେ ଥାନା ଅଧିକାରୀ ଓ ସିପାହୀ ଶୋଇଥିଲେ , ଅଚାନକ ସାଇକେଲ୍ ରେ ପହଞ୍ଚିଲେ ଏସ୍ ପି ତା ପରେ କଣ ହେଲା ଦେଖନ୍ତୁ…

ଉତ୍ତର ପ୍ରଦେଶର କାନୁନ ବ୍ୟବସ୍ଥା ସବୁବେଳେ ଆଙ୍ଗୁଠି ଉଠିଛି , ଏଠାକାର ପୋଲିସ୍ ବାଲା କିଛି ଆରୋପ ଲାଗିସାରିଛି , ଯାହାକି ସତ୍ୟ ଅଟେ । ସମସ୍ତଙ୍କ ଆଗରେ ଠିଆ ହୋଇ ମଦ ପିଇବା ଯେପରି ନୋଟଙ୍କି କରିବା ୟୁପି ପୋଲିସ୍ ର ଅଭ୍ୟାସ ପାଲଟି ଯାଇଛି । ଯେବେ ଯୋଗୀ ଆଦିତ୍ୟ ନାଥ ପ୍ରଦେଶର ସତ୍ତା ସମ୍ପାଳିଛନ୍ତି ସେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ପ୍ରଦେଶରେ କାନୁନ୍ ବ୍ୟବସ୍ଥା ରେ କେଉଁ ପ୍ରକାରର ଢିଲା ଛଡା ଯିବ ନାହିଁ । ଜଗୁଆଳୀ ଅଟକାଇ ଦେଲା ଏସ୍ ପି ଙ୍କୁ ଗେଟ୍ ପାଖରେ ।ଏହି କାରଣରୁ ପ୍ରଦେଶର ସବୁ ଅଧିକାରୀ ସତର୍କ ରୁହନ୍ତି । ଏକ ଅଧିକାରୀ ସତର୍କତା ଏହି ପରି କି ମାମଲା କାନପୁରରେ ଦେଖିବାକୁ ମିଳିଲା , ଏହି ପରି ହେଲା କି କାନପୁର ଏସ୍ ପି ଅଚାନକ ରାତିରେ ନିଜ ସାଇକେଲ୍ ଚଲାଇ ବାହାର ପଡିଲେ ଭ୍ରମଣରେ ସେ ସେହି ସାଇକେଲ୍ ନେଇ ଥାନାରେ ପହଞ୍ଚିଗଲେ ।

ସାଇକେଲ୍ ରେ କେହି ଆସୁଥିବା ଦେଖି ଜଗୁଆଳି ମାନେ ରୋକି ବାକୁ ଚେଷ୍ଟା କଲେ । କିନ୍ତୁ ଯେତେବେଳେ ଚେହେରା ଦେଖିଲେ ତାଙ୍କ ହୋସ୍ ଉଡିଗଲା ,ସିଭିଲ୍ ଡ୍ରେସରେ ବାହାରି ପଡିଲେ ଅଚାନକ ନିରୀକ୍ଷଣ କରିବା ପାଇଁ , – ପ୍ରାପ୍ତ ଜାନକାରୀ ଅନୁସାରେ କାନପୁର ଏସପି ଅନୁରାଗ ଆର୍ଯ୍ୟ ଶୁକ୍ରବାର ରାତିରେ ସିଭିଲ୍ ଡ୍ରେସ୍ ରେ ବିନା କହି ଅଚାନକ ନିରିକ୍ଷଣ କରିବାପାଇଁ ସାଇକେଲ୍ ରେ ବାହାରି ଯାଇଥିଲେ ।

ସେ ଯେତେବେଳେ ଥାନାରେ ପହଞ୍ଚିଲେ ତେବେ କିଛି ଲୋକ କାମ କରୁଥିଲେ ଆଉ କିଛି ବସିଥିଲେ , ଅଚାନକ ଏସ୍ ପି ଙ୍କୁ ଦେଖିକରି ସମସ୍ତଙ୍କର ହୋସ୍ ଉଡିଗଲା , ପୁରା ଥାନାରେ ଆଶ୍ଚର୍ଯ୍ୟ ହୋଇଗଲେ । ଏସ୍ ପି ସାଇକେଲ୍ ରଖି ଥାନାକୁ ନିରୀକ୍ଷଣ କରିବାକୁ ଲାଗିଲେ ।ଅଳିଆ ଦେଖିକରି ଏସ୍ ପି ଗାଳିକଲେ ଥାନା ଅଧିକାରୀଙ୍କୁ , – ଥାନାର ହାଲତ୍ ଦେଖିକରି ସେ ବହୁତ ରାଗି ଯାଇଥିଲେ , ସେ ସେଠାରେ ଥାନା ଅଧିକାରୀଙ୍କୁ ପାଟି କଲେ , ସୁତ୍ର ଅନୁସାରେ ଥାନା ନିରିକ୍ଷଣ କଲା ପରେ ଏସ୍ ପି ଥାନା ଲକର୍ ଥିବା ଫାଇଲ୍ କୁ ଚେକ୍ କଲେ ,

ସେଠାରେ କାମ ପୂରା ହେଲା ପରେ ତାହାକୁ ତୂରନ୍ତ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେଲେ । ଓ ପୂଣି ଥାନାକୁ ଫେରି ଆସିଲେ ,ଏସ୍ ପି କଥା ହେବାକୁ କରିଦେଲେ ମନା । – ସେଠାରୁ ବାହାରିବା ପରେ ପୋଲିସ୍ ଥାନାରେ ବି ଆସିଥିଲେ , ସେଠାରେ ସେ ଫାଇଲ୍ ଚେକ୍ କଲେ , କାମ ପୁରା ନହେବା କାରଣରୁ ସେ ଥାନା ଇନ୍ ଚାର୍ଜଙ୍କୁ ବହୁତ ଗାଳି କଲେ । ଏହି ସମୟରେ ମିଡିଆ ସେଠାରେ ପହଞ୍ଚିଥିଲା ଓ ଏସ୍ ପି ଙ୍କ କଥା ହେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ମନା କରିଥିଲେ ଓ ପଚାରିବାରୁ କହିଥିଲେ ମୁଁ ଏବେ ବର୍ଦି ରେ ନାହିଁ

Leave a Reply

Your email address will not be published. Required fields are marked *