ସାଉଥ୍ ର ହିରୋ ନାଗାର୍ଜୁନଙ୍କ ବୋହୂ ଅଟନ୍ତି ଅତ୍ୟନ୍ତ ସୁନ୍ଦର ଓ ନିର୍ଭୀକ – ସାରା ଭାରତ ତାଙ୍କର ଦିୱାନା , ଦେଖନ୍ତୁ ଫଟୋ ଗୁଡିକ

ଆପଣ ସମସ୍ତେ ସାଉଥ୍ ର ସୁପରଷ୍ଟାର୍ ନାଗାର୍ଜୁନଙ୍କ ବିଷୟରେ ଜାଣିଥିବେ , ତାଙ୍କ ପୂରା ନାଁ ଅକ୍କିନେନୀ ନାଗାର୍ଜୁନ ଅଟେ । ସେ ଭାରତୀୟ ସିନେମାରେ ଅଭିନେତା ଓ ନିର୍ମାତା ବି ଅଟନ୍ତି । ତାଙ୍କ ଜନ୍ମ ୨୯ ଅଗଷ୍ଟ ୧୯୫୯ ରେ ମାଡ୍ରାସରେ ହୋଇଥିଲା । ଆପଣଙ୍କୁ କହିଦେଉଛୁ କି ନାଗାର୍ଜୁନ ସାଉଥ୍ ରେ ନିଜେ ଏକ ବ୍ରାଣ୍ତ ଅଟନ୍ତି , ତାଙ୍କୁ ଲକ୍ଷେ ଲୋକ ପସନ୍ଦ କରନ୍ତି , ତାଙ୍କର ଫ୍ୟାନ୍ ଦୁନିଆଁରେ ବହୁତ ଅଛନ୍ତି ଯେପରି ରଜନୀକାନ୍ତଙ୍କ ପରି ନାଗାର୍ଜୁନାଙ୍କ ବି ତାଙ୍କ ଫ୍ୟାନ୍ ଦିୱାନା ଅଟନ୍ତି । ତାଙ୍କ ଫିଲ୍ମ ଦେଖିବା ପାଇଁ ଲୋକ କିଛି ବି କରିବା ପାଇଁ ପ୍ରସ୍ତୁତ ରୁହନ୍ତି , ନାଗାର୍ଜୁନ ବହୁତ ବଡ ବଡ ଫିଲ୍ମରେ କାମ କରିଛନ୍ତି , ତାଙ୍କ ମୁଖ୍ୟ ଫିଲ୍ମ ମଧ୍ୟରୁ ଶିବା , ଓ ବିକି ଦାଦା ଏହି ଦୁଇଟି ଫିଲ୍ମ ପୂରା ଧୁମ୍ ମଚାଇଦେଇଥିଲା , ସମସ୍ତଙ୍କ ମୁହଁରେ କେବଳ ଗୋଟେ ନାଁ ନାଗାର୍ଜୁନ ସାଉଥ୍ ହିରୋ , ଏହି ଦୁଇ ଫିଲ୍ମ ପାଇଁ ତାଙ୍କ ନାଁ ଫେମସ୍ ହୋଇଗଲା ,

ଆପଣଙ୍କୁ କହିଦେଉଛୁ କି ନାଗାର୍ଜୁନଙ୍କ ପୁଅ ଅକ୍କିନେନୀ ନାଗା ଚୈତନ୍ୟ ବି ଜଣେ ଅଭିନେତା ଅଟନ୍ତି , ଚୈତନ୍ୟ ବି ନିଜ ପିତାଙ୍କ ଭଳି ହାଣ୍ତସମ୍ ଓ ସ୍ମାର୍ଟ ଅଟନ୍ତି , ତାଙ୍କ ସ୍ତ୍ରୀ ବହୁତ ନିର୍ଭୀକ ଓ ସୁନ୍ଦର ଅଟନ୍ତି , ଚୈତନ୍ୟଙ୍କ ସ୍ତ୍ରୀଙ୍କ ନାଁ ସମଂଥା ରୁଥ ପ୍ରଭୁ ଅଟେ , ସମଂଥା ରୁଥ ପ୍ରଭୁଙ୍କ ବିଷୟରେ ଜାନକାରୀ ଦେବାକୁ ଯାଉଛୁ , ଯିଏ କି ବହୁତ ସୁନ୍ଦର ଅଟନ୍ତି ।ଆପଣଙ୍କୁ କହିଦେବୁ କି ସମଂଥା ତେଲୁଗୁ ଓ ତାମିଲ୍ ଫିଲ୍ମରେ ଏକ ଅଭିନେତ୍ରୀ ଓ ମଡେଲ୍ ବି ଅଟନ୍ତି , ତାଙ୍କ ଜନ୍ମ ୩୦ ଅପ୍ରେଲ୍ ୧୯୮୭ କୁ ଚେନ୍ନାଇର ତାମିଲନାଡୁରେ ହୋଇଥିଲା ,

ସମଂଥା ନିଜ ସ୍କୁଲ୍ ପାଠପଢା ହୋଲି ଏଞ୍ଜଲେସ୍ ଏଙ୍ଗ୍ଲୋ ଇଣ୍ତିଆନ୍ ରେ ହାଏର୍ ସେକେଣ୍ତରୀ ସ୍କୁଲ୍ ରେ କରିଥିଲେ , ତାପରେ ସମଂଥା ସ୍ଟେଲା ମାରିସ କଲେଜରେ କମର୍ସର ଡିଗ୍ରୀ ନେଲେ । ଓ ପାଠପଢାରେ ସେ କଲେଜରେ ନିଜ ସମୟରେ ସବୁଠାରୁ ଚାଲାକ ଛାତ୍ରୀ ଥିଲେ ।ଆପଣଙ୍କୁ କହିଦେଉଛୁ କି ସେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ତେଲେଗୁ ଫିଲ୍ମ ମାୟା ଚେସବା ରୁ ଆରମ୍ଭ କରିଥିଲେ । ତା ପରେ ତାଙ୍କୁ ବହୁତ ଫିଲ୍ମ ମାନଙ୍କରେ କାମ କରିବାକୁ ଅଫର୍ ଆସିଲା ।

ତାପରେ ସମଂଥା ସର୍ବଶ୍ରେଷ୍ଠ ନୁଆ ଅଭିନେତ୍ରୀ ହିସାବରେ ଫିଲ୍ମ ଫେୟାର୍ ଆୱାର୍ଡ ଦକ୍ଷିଣ ଭାରତୀୟ ହାସିଲ କଲେ । ସମଂଥା ବହୁତ ହିଟ୍ ଓ ସୁପରହିଟ୍ ଫିଲ୍ମରେ କାମ କରି ସେ ଏହି ଆୱାର୍ଡ ପାଇଥିଲେ । ସମଂଥାଙ୍କ ପିତାଙ୍କ ନାଁ ଜୋସେଫ୍ ପ୍ରଭୁ ଅଟନ୍ତି , ଓ ତାଙ୍କ ମା ଙ୍କ ନାଁ ନିନେତେ ଅଟେ ଓ ଭାଇଙ୍କ ନାଁ ଜୋନାଥନ ପ୍ରଭୁ ଅଟେ , ସମଂଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କୁ ୬ ଅକ୍ଟୋବର ୨୦୧୭ ରେ ବାହା ହୋଇଥିଲେଆପଣଙ୍କୁ କହିଦେବୁ କି ସମଂଥା ଏକ ଅଭିନେତ୍ରୀ ସହ ବହୁ ବ୍ରାଣ୍ତ ଉତ୍ପାଦନର ସେଲିବ୍ରେଟି ଆମ୍ବାସଡର ଅଛନ୍ତି , ସମଂଥା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି , ସମଂଥା ନିଜ ଇଂଷ୍ଟାଗ୍ରାମ ଅକାଉଣ୍ଟରେ ଫଟୋ ଗୁଡିକ ସେୟାର କରନ୍ତି , ତାଙ୍କର ଆକ୍ଟିଭ୍ ଫଲୋଅର୍ ବି ଅଛନ୍ତି , ଯିଏ କି ତାଙ୍କ ନୁଆ ଫଟୋ ଆସିବାକୁ ଅପେକ୍ଷା କରିଥାନ୍ତି

Leave a Reply

Your email address will not be published. Required fields are marked *