କଦଳୀ ଖାଇ ହୋଇଗଲା ନିରିହ ଶିଶୁର ମୃତ୍ୟୁ , ଯଦି ଆପଣଙ୍କ ଘରେ ଛୁଆ ଅଛନ୍ତି ତେବେ ନିଶ୍ଚିତ ପଢନ୍ତୁ ଏହି ଖବର ନହେଲେ ବହୁତ ହଇରାଣ ରେ ପଡିବେ ଆପଣ

ବହୁତଥର ଦେଖାଯାଇଥାଏ କି ସୋସିଆଲ୍ ମିଡିଆରେ ଆସିବା ଦିନରୁ କିଛି ନା କିଛି ଅଜବ ଖବର ଶୁଣିବାକୁ ମିଳିଥାଏ , ଏହି ସମୟରେ କିଛି ଦିନ ମଧ୍ୟରେ ଏକ ଖବର ଶୁଣିବାକୁ ମିଳିଛି ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆପଣ ଶୁଣିବା ମାତ୍ରେ ଚକିତ ହୋଇଯିବେ , ଏହି ଘଟଣାର ଅନୁସାରେ ଏକ ନିରିହ ଶିଶୁକୁ କଦଳୀ ସକାଶେ ମୃତ୍ୟୁ ହୋଇଥିଲା । ଆପଣ ମାନେ ଏହା ଶୁଣିକରି ଝଟକା ଲାଗିବ , କଣ ଏହା ସମ୍ଭବ ହୋଇପାରିବ ? ଆସନ୍ତୁ ଜାଣିବା ପୂରା ମାମଲା । ବହୁତଥର ଦେଖା ଯାଇଛି କି ଲୋକଙ୍କ ଅବହେଳା ସକାଶେ କାହାର ନା କାହାର ମୃତ୍ୟୁର କାରଣ ହୋଇଯାଇଥାଏ , କାହାର ମୃତ୍ୟୁ ମଟରର ଦାନା ସକାଶେ ଆଉ କାହାର କଦଳୀ ସକାଶେ , ଏହି ସବୁ ଘଟଣାରେ ଯେଉଁଠି ଆମକୁ ଟିକେ ସାବଧାନତା ଅବଲମ୍ବନ କରିବାକୁ ହେବ , କିନ୍ତୁ ସାଧାରଣ ଲୋକଙ୍କ ଏହି ପରି ଅବହେଳା କାହାର ବି ମୃତ୍ୟୁର କାରଣ ହୋଇପାରେ ,

ଆଜି ଆମେ ଏହି ସଂବନ୍ଧିତ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହାକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ , ସୂଚନା ମୂତାବକ ଏହି ଘଟଣା ପଞ୍ଜାବର ଅଟେ , ଯେଉଁଠି ଏକ ଛୁଆ କଦଳୀ ଖାଇବା ଦ୍ୱାରା ମୃତ୍ୟୁ ହୋଇଯାଇଥିଲା ।ଆପଣଙ୍କ ସୂଚନା ପାଇଁ କହିଦେଉଛୁ କି ପଞ୍ଜାବର ହୋସିଆରପୁର ରେ ରହୁଥିବା ଜବାହାର ଲାଲ୍ ଙ୍କ ପରିବାର ଏକ ଅବିଶ୍ୱନୀୟ ଘଟଣା ଘଟିଗଲା , ପ୍ରକୃତରେ ଏକ ନିରିହ ଛୁଆ ନିଶ୍ୱାସ ନଳୀରେ ଅଟକି ରହିଥିବା କଦଳୀର ମଞ୍ଜା ବାହାର କରୁଥିବା ସମୟରେ ଦାଦାଙ୍କର ନଖ ବାଜିବା ଦ୍ୱାରା ତା ପାଇଁ କାଳ ହୋଇଗଲା, ଯାହାର କାରଣରୁ ତାକୁ ମେଡିକାଲ୍ ନିଆହୋଇଥିଲା ,

ଚିକିତ୍ସା ସମୟରେ ନଖ ଦ୍ୱାରା ମୃତ୍ୟୁ ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।ଯେବେ ଦାଦା ନିଜ ପୁତୁରାର ଖବର ପାଇଲେ ତେବେ ସେ ଶୋକରେ ତାଙ୍କର ବି ଜୀବନ ଚାଲିଯାଇଥିଲା , ଦାଦା ଓ ପୁତୁରା ଶବ ଯେତେବେଳେ ଗାଁରେ ପହଞ୍ଚିଥିଲା ସେତେବେଳେ ଗାଁରେ ଶୋକର ଛାୟା ଖେଳିଯାଇଥିଲା , ସୁଚନା ଅନୁସାରେ ଜବାହାର ଲାଲ ଗୋନ୍ଦିଆର ବାସିନ୍ଦା ଥିଲେ ଓ ହୋସିଆର୍ ପୁର ଏକ ଚାଟ୍ ର ଠେଲା ଲଗାଇଥିଲେ , ଗତ ଶୁକ୍ରବାର ଦିନ ଦାଦା କେଦାରନାଥ ନିଜ ପୁତୁରାକୁ କଦଳୀ ଖୁଆଇବାକୁ ନେଇକରିଯାଇଥିଲେ , ସେତେବେଳେ ଏହି ଘଟଣା ଘଟିଥିଲା

Leave a Reply

Your email address will not be published. Required fields are marked *