ଏହି ଯୁବକ ନିଜକୁ କହୁଥିଲା ଇଚ୍ଛାଧାରୀ ନାଗ ଓ ନାଗୁଣିକୁ ବିବାହ କରିବାକୁ ଚାହୁଁଥିଲା ଜାଣନ୍ତୁ ତାପରେ କଣ ହେଲା ଯାହାକି ସମଗ୍ର ଅଂଚଳ କୁ ସ୍ତବ୍ଧ କରିଦେଲା

ଏହି ଦୁନିଆଁରେ ଅଜୀବ ଓ ଗରିବ ଲୋକ ଭରି ରହିଛନ୍ତି , ଆପଣଙ୍କୁ ଏଠାରେ ବହୁତ ଜିନିଷ ଓ ଘଟଣା ଦେଖିବାକୁ ମିଳିଯିବ ଯାହାଙ୍କୁ ଦେଖିବା ପରେ ଆପଣଙ୍କ ମୁଣ୍ତ ଚକର୍ ଖାଇଯିବ । ଆପଣ ବୁଝିପାରିବେ ନାହିଁ କି ଏହା କିପରି ହୋଇପାରିବ , ଲୋକମାନେ ଏପରି କଥା କୁହନ୍ତି ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ , ଏମିତି ଲୋକଙ୍କୁ ଦେଖିଲା ପରେ ଏମିତି ଲାଗିଥାଏ କି ସେମାନେ କେଉଁ ବଲିଉଡ୍ ଫିଲ୍ମରେ କିଛି ଗମ୍ଭୀରତାର ସହ ଦେଖିଛନ୍ତି , କାରଣ ବଲିଉଡ୍ ଫିଲ୍ମରେ ଏହି ପରି କାହାଣୀ ବେଶୀ ଦେଖାଯାଇଥାଏ , ବୁଝି ପାରିବେନି କି ଏହା ସତ ଅଟେ କି ନାହିଁ ।ଆପଣଙ୍କୁ ବଲିଉଡ୍ ଫିଲ୍ମରେ ନାଗୁଣୀ ବିଷୟରେ ମନେ ଥିବ , ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏହି ଫିଲ୍ମ ଗୁଡିକ ଦେଖି ଥିବେ , ଏହି ଫିଲ୍ମରେ ଏକ ନାଗ ଓ ନାଗୁଣୀର ଯୋଡା ଥାଏ , ଓ ଏହି ନାଗ ନାଗୁଣୀ ଇଚ୍ଛାଧାରୀ ହୋଇଥାନ୍ତି , ମାନେ ସେ ଯେତେବେଳେ ଚାହିଁବେ ନିଜକୁ ଯେ କୌଣସି ରୂପରେ ଆସିପାରିବେ , ସେଥିରେ ନାଗକୁ କିଛି ଲୋକ ମାରି ଦେଇଥାନ୍ତି , ଓ ତାପରେ ଆରମ୍ଭ ହୋଇଥାଏ ନାଗୁଣୀର ବଦଲା , ନାଗୁଣୀ ସମସ୍ତଙ୍କୁ ଖୋଜି ଖୋଜି ମାରିଥାଏ , ନାଗୁଣୀର ଫିଲ୍ମ ଏହି କାହାଣୀ ଅସଲରେ କେତେ ସତ ଥିବ ଏହା କହିପାରିବା ମୁସକିଲ୍ ଅଟେ , କିନ୍ତୁ କୁହାଯାଏ କି କିନ୍ତୁ ବହୁତ ଲୋକ ଏହା ଉଅପରେ ବିଶ୍ୱାସ କରିଛନ୍ତି

ଯୁବକ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା : କିଛି ଲୋକଙ୍କ କହିବା କଥା କି ଇଚ୍ଛାଧାରୀ ନାଗ ନାଗୁଣୀ ଥାନ୍ତି , ଯେତେବେଳେ ଅଧିକ ଲୋକଙ୍କ କହିବା କଥା କି ଏହା ଲୋକଙ୍କ ଏକ ଭାବନା ଅଟେ , ଏମିତି କିଛି ନଥାଏ , ଯଦି ଇଚ୍ଛାଧାରୀ ନାଗ ହୋଇଥାନ୍ତି ତେବେ କେବେ କାହାକୁ ଦେଖା ଦିଅନ୍ତି ନାହିଁ କଣ ପାଇଁ , କିନ୍ତୁ ଆଜି ପର୍ଯ୍ୟନ୍ତ କେଉଁ ଇଚ୍ଛାଧାରୀ ନାଗ କିମ୍ବା ନାଗୁଣି ଦେଖା ଯାଇନାହାନ୍ତି , କିନ୍ତୁ ଏବେ ଏକ ଯୁବକ ଏକ ଖୁଲାସା କଲେ , ଯାହାକୁ ଜାଣୀକରି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ହଁ ଆଜ୍ଞା ସେହି ଯୁବକ ଏପରି କିଛି କଥା କହିଲେ ଯାହାକୁ ଶୁଣୀ ଆପଣ ଚକିତ ହୋଇଯିବେ, ଏପରି ଲୋକ ପ୍ରକୃତରେ ଆସନ୍ତି କେଉଁଠୁ ?

ଡକାଇବାକୁ ପଡିଲା ୫ ଟି ଥାନାର ପୋଲିସ୍ ଙ୍କୁ : ଜାନକାରୀ ଅନୁସାରେ ଉତ୍ତର ପ୍ରଦେଶର କାଶୀ ର ରାଜପୁର ଗାଁରେ ସନ୍ଦୀପ ପାଟିଲ୍ ନାମକ ବ୍ୟକ୍ତି ଏକ ନାଗୁଣୀକୁ ବିବାହ କରିବାକୁ ଚାହୁଁଥିଲେ , ଯେବେ ଏହି କଥା ତାଙ୍କ ଘର ଲୋକଙ୍କୁ କହିଲେ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏଇଠି ଆଶ୍ଚର୍ଯ୍ୟ କଥା ଏହି କି ଯେ ସନ୍ଦୀପ ନିଜକୁ ଏକ ଇଚ୍ଛାଧାରୀ ନାଗ ବୋଲି କହୁଥିଲେ , ଯେତେବେଳେ ଆଖପାଖ ଲୋକଙ୍କୁ ଏହାର ଜାନକାରୀ ମିଳିଲା ସେହି ଲୋକ ସନ୍ଦୀପ ଙ୍କ ଏକ ଝଲକ ପାଇବା ପାଇଁ ଏଲାହାବାଦ , ଚନ୍ଦୋଲି, ସୋନଭଦ୍ର, ରୁ ବଡ ସଂଖାରେ କାଶୀରେ ପହଞ୍ଚିଲେ , ଏହି କଥା ଜାଣୀବା ପରେ ଲୋକ ବହୁତ ଇଚ୍ଛୁକ ଥିଲେ , ଏହି ଘଟଣା ବିଷୟରେ ଜାଣିବାପାଇଁ ଲୋକ ଯେତେବେଳେ ଏକାଠି ହେଲେ କିଛି ସମୟରେ ୫ଟି ଥାନାର ପୋଲିସ୍ ଙ୍କୁ ଡକାଇବାକୁ ପଡିଥିଲା ,

ପୂର୍ବ ଜନ୍ମର ନାଗୁଣୀ ସହ ହେବ ବାହାଘର : ଯେବେ ପୋଲିସ୍ ଲୋକଙ୍କୁ ବୁଝାଇଥିଲେ , ଓ ଲୋକ ସବୁ ଜାଣିବା ପରେ ଲୋକମାନେ ମାନିଲେ ନାହିଁ , ଏହା ପରେ ପୋଲିସ୍ ବାଧ୍ୟତା ମୂଳକ ତାଙ୍କର ପିତା ଦୟା ଶଙ୍କର ଓ ସନ୍ଦୀପଙ୍କୁ ଗିରଫ କରିନେଲେ , ଜାନକାରୀ ଅନୁସାରେ ସନ୍ଦୀପଙ୍କୁ ପାରାଲିସିସ୍ ହୋଇଯାଇଥିଲା , ଯେତେବେଳେ ତା ମା ବାପା ଚିକିତ୍ସା କରିବାପାଇଁ ତାନ୍ତ୍ରୀକ ପାଖକୁ ଗଲେ , ସେତେବେଳେ ତାନ୍ତ୍ରିକ କହିଲେ କି ସନ୍ଦୀପ ପୁର୍ବଜନ୍ମରେ ଏକ ନାଗ ଥିଲା , ଏହି କାରଣରୁ ସେ ଘୁସୁରି ଘୁସୁରି ଚାଲୁଛି , ଦିନେ ନା ଦିନେ ସନ୍ଦୀପକୁ ଦେଖା କରିବାପାଇଁ ପୂର୍ବଜନ୍ମର ନାଗୁଣୀ ଆସିବ , ଓ ଦୁହିଁଙ୍କର ବାହାଘର ହେବ , ଏହି କଥା ଆଖପାଖ ଲୋକଙ୍କ ପାଖକୁ ପଲେଇଥିଲା , ଓ ଲୋକମାନେ ସେହି ଦିନ ଠାରୁ ସନ୍ଦୀପକୁ ଇଚ୍ଛାଧାରୀ ନାଗ ବୋଲି ମାନିଆସୁଥିଲେ<

Leave a Reply

Your email address will not be published. Required fields are marked *