ଆରତୀ କରୁଥିବା ସମୟରେ ହଠାତ୍ ବଦଳିଗଲା ମାତା ରାଣୀ ଚେହେରାଙ୍କ ହାବଭାବ , ଭିଡ଼ିଓ ଦେଖିଲେ ଆପଣ ମଧ୍ୟ କହିବେ ଭଗବାନ ସତରେ ଅଛନ୍ତି..

ଭାରର ଦେଶରେ ଆପଣ ଯେତେ ବି ମନ୍ଦିର ଦେଖିଥିବେ ବୋଧେ ଆପଣ କେଉଁ ଅନ୍ୟ ଜାଗାରେ ଦେଖିନଥିବା । ଏଠାରେ ଭଗବାନଙ୍କୁ ନେଇକରି ବହୁତ ଆସ୍ଥା ଅଛି, କହିଦେବୁ କି ଯେତେ ବି ମନ୍ଦିର ଅଛି ସମସ୍ତଙ୍କର କିଛି ନା କିଛି ଖାସିୟତ୍ ଅଛି , ତାଙ୍କ ପଛରେ କିଛି ନା କିଛି ଚମତ୍କାର କିମ୍ବା କାହାଣୀ ଅଛି, ସମୟ ସମୟରେ ଏହି ମନ୍ଦିର ମାନଙ୍କରେ ପରିବର୍ତ୍ତନ ଦେଖାଦେଇଥାଏ , ଏବେ ପୂର୍ବ ଅପେକ୍ଷା ଆଧୁନିକ ଓ ଆକର୍ଷକୀୟ ହୋଇସାରିଲାଣି , ଏହି ପରିବର୍ତ୍ତନ ଏବେ ଭଗବାନଙ୍କ ମୂର୍ତ୍ତିରେ ଦେଖିବାକୁ ମିଳୁଛି , ଆଜି ଇଣ୍ତିଆରେ ବହୁତ ଟ୍ୟାଲେଣ୍ଟେଟ୍ ଆର୍ଟିଷ୍ଟ ଅଛି ଯିଏ ଦେବୀ ଓ ଦେବତାଙ୍କ ବହୁତ ହିଁ ସୁନ୍ଦର ପ୍ରତିମା ବନାଇଛନ୍ତି , ଏହାର ଏକ ତାଜା ଉଦାହରଣ ଇଣ୍ଟରନେଟ୍ ଉପରେ ବହୁତ ଭାଇରାଲ୍ ହେଉଛି ।

ସୋସିଆଲ୍ ମିଡିଆରେ ଏହି କିଛି ଦିନ ହେବ ମାତା ରାଣୀଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି , ଏହି ଭିଡିଓରେ ପୁଜାରୀ ମନ୍ଦିରର ଭିତରେ ମା ରାଣୀଙ୍କର ପୁଜା କରୁଛନ୍ତି , ସବୁଠାରୁ ମଜାଦାର ଜିନିଷ ଏହା କି ଆରତୀର ଆଲୋକରେ ମୂର୍ତ୍ତିରେ ଅଲଗା ଅଲଗା ଆଙ୍ଗେଲ୍ ରେ ପଡିଥାଏ , ସେମିତି ମାତା ରାଣୀଙ୍କର ଚେହେରାରେ ହାବଭାବର ପରିବର୍ତ୍ତନ ବି ଦେଖିବାକୁ ମିଳିଥିଲା , ଏହି ନଜାରା ଦେଖିକରି ବହୁତ ଲୋକେ ଚକିତ ହୋଇଥିଲେ , ଲୋକେ ଏହା ପୂର୍ବରୁ କେବେ କୌଣସି ଅନୋଖା ଦେଖିନଥିଲେ । ଏହି କଥାର ପୁରା ଶ୍ରେୟ ମୂର୍ତ୍ତି ବନାଇଥିବା କଳାକାରଙ୍କୁ ଯାଈଥାଏ , ସେହି ମୂର୍ତ୍ତିର ସଂରଚନା କିଛି ଏହିପରି କରାଯାଈଛି, ଯାଃଆ ବିଭିନ୍ନ ଆଲୋକର ଆଙ୍ଗେଲ୍ ରେ ଦେଖିଲେ ଏମିତି ପ୍ରତୀତ ହୋଇଥାଏ କି ମାତା ରାଣୀ ସ୍ୱୟଂ ନିଜ ଚେହେରାର ହାବଭାବ ବଦଳାଉଛନ୍ତି ।

ଏହି ଭିଡିଓକୁ mechirubhat ନାମକ ଏକ ଟ୍ୱିଟର୍ ୟୁଜର୍ ସେୟାର୍ କରିଥିଲେ । ଏବେ ପର୍ଯ୍ୟନ୍ତ ବହୁତ ହଜାର ଲୋକେ ଏହାକୁ ଦେଖିସାରିଛନ୍ତି , ଲୋକେ ଏହି ଭିଡିଓକୁ ବେଶୀ ପସନ୍ଦ କରିଛନ୍ତି , ଏଥିରେ ଲାଇଟ୍ ରିଫ୍ଲେକ୍ସନ୍ ବଡ ଗଜବ କମାଲ୍ ଦେଖିବାକୁ ମିଳିଛି, ଏହି ଭିଡିଓରେ ହାଇଲାଇଟ୍ ବି ଅଛି, ଏହି ଭିଡିଓ କେଉଁ ମନ୍ଦିରର ଅଟେ ଏହି ବିଷୟରେ କିଛି ଜଣାପଡିନାହିଁ , ଏହି ମୁର୍ତ୍ତିକୁ ନେଇକରି ଯେଉଁ କଳାକାର ବନାଇଛି , ତାହାର ପତ୍ତା ନାହିଁ । ଏହି ଭିଡିଓ ଦେଖିକରି ଭଲ ଅନୁଭବ ହେଉଛି , କେହି ଜଣେ କହିଲେ କି ବହୁତ ସୁନ୍ଦର ଦୃଶ୍ୟ ହେଇଛି, ବହୁତ ଲୋକ କହିଲେ କି ଏହି ଅଦ୍ଭୁତ ଜିନିଷ କେବେ ଆଗରୁ ଦେଖିନାହାନ୍ତି , ଏହି ଭିଡିଓକୁ ଦେଖିକରି ଲୋକଙ୍କର କହିବା କଥା କି ମାତା ରାଣୀଙ୍କର ଚେହେରାର ପ୍ରାୟ ପାଞ୍ଚଟି ହାବଭାବ ଦେଖିବାକୁ ମିଳୀଛି , ସେମିତି ଏହି ଭିଡିଓ ଦେଖିକରି ଆମେ କହିବାକି କିପରି ମାତା ରାଣୀଙ୍କର ଚେହେରାର ହାବଭାବ ଦେଖାଯାଇଛି ।

ସେମିତି ଆପଣ ବହୁତ ମନ୍ଦିରର ଦର୍ଶନ କରିଥିବେ ତେବେ ଏମିତି ଚମତ୍କାର ଦେଖିବାକୁ ମିଳିଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ , ଯଦି ଅନୁଭବ କରିଛନ୍ତି ତେବେ ଆମ ସହ ସେୟାର୍ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *