ମାର୍କେଟ୍ ରେ ଆସିଗଲା ୨୦ ଟଙ୍କିଆ ନୂଆ ନୋଟ୍ , ଜାଣନ୍ତୁ କଣ ଅଛି ଏହାର ଖାସିୟତ୍ ….

ମୋଦୀ ସରକାର ସତ୍ତାରେ ଆସିବା ପରେ ଦେଶର ଅର୍ଥବ୍ୟବସ୍ଥାକୁ ଧ୍ୟାନରେ ରଖି ବହୁତ ଗୁରୁତ୍ୱପୂର୍ଣ୍ଣ ଫଇସଲା ନେଇଛନ୍ତି , ରାଜନୈତିକ ମହଲରେ ଏହି ଦିନରେ ମୋଦୀ ସରକାରଙ୍କ ଚର୍ଚ୍ଚା ହେଉଛି, ଦେଶର ସବୁ ପ୍ରକାରର ବିକାଶରେ ମୋଦୀ ସରକାର କାମ କରୁଛି , ସତ୍ତାରେ ଆସିବାପରେ ସରକାର ନିଜ କାର୍ଯ୍ୟ ପ୍ରତି ସଜାଗ ଦେଖାଇଥିଲେ , ଓ ତାହା ସହ ବଜେଟ୍ ପେଶ୍ କରି ନିର୍ମଲା ସୀତାରମଣ ଭାଷଣରୁ ଏହା ଜାହିର୍ ହୋଇଗଲା କି ଏବେ ଏହିଥର ଅର୍ଥବ୍ୟବସ୍ଥା ମଜବୁତ୍ କରିବାପାଈଁ ସରକାର ତତ୍ପର ଅଛି , ଏବେ ମୋଦୀ ସରକାର ବଜାରରେ ୨୦ ଟଙ୍କିଆ ନୁଆ ନୋଟ୍ ଆଣିଛନ୍ତି , ଯାହା ଦ୍ୱାରା ଏବେ ସେ ଢେର ସାରା ଚର୍ଚ୍ଚାର ବିଷୟ ପାଲଟିଛନ୍ତି , ଏବେ ନୁଆ ନୋଟ୍ ପୁରୁଣା ନୋଟ୍ ବଦଳରେ ବହୁତ ପରିବର୍ତ୍ତନ କରାଯାଇଛି ।

କହିଦେବୁ କି ମୋଦୀ ସରକାର ଏହା ପୂର୍ବରୁ ନଭେମ୍ବର ୨୦୧୬ ରେ ନୋଟ ବନ୍ଧୀ ପରେ ବହୁତ ନୁଆ ନୋଟ୍ ବଜାରରେ ଛାଡିଥିଲେ , ଏବେ ପର୍ଯ୍ୟନ୍ତ ୧୦,୫୦,୧୦୦,୨୦୦,୫୦୦,୨୦୦୦ ଟଙ୍କିଆ ନୁଆ ନୋଟ୍ ବଜାରରେ ଆସିଛି, ଏବେ ଏହି ଶୃଙ୍ଖଳାରେ ୨୦ ଟଙ୍କିଆ ନୁଆ ନୋଟ୍ ବଜାରରେ ବହୁତ ଜଲଦି ଦେଖାଦେବ , ଏହି ନୋଟ୍ କୁ ନେଇକରି ଲୋକେ ବହୁତ କିଛି ଜାଣିବାକୁ ଇଚ୍ଛୁକ ଅଛନ୍ତି , ଯେପରି ଏହା ମଧ୍ୟରେ କଣ ପରିବର୍ତ୍ତନ କରାଯାଇଛି, ଏହା ପୁର୍ବରୁ ପୁରୁଣା ନୋଟ୍ ଚଳିବ କି ନାହିଁ ଏହି ସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଦେବୁ , ଏହି ନୋଟ୍ ର ଖାସିୟତ୍ ଆଜି ଆମେ କହିବାକୁ ଯାଉଛୁ , ୨୦ ଟଙ୍କିଆ ପୁରୁଣା ନୋଟ୍ ନୁଆ ନୋଟ୍ ଆକାରର ଓ ରଙ୍ଗରେ ପରିବର୍ତ୍ତନ କରାଯାଇଛି ।

କହିଦେବୁ କି କାନପୁର୍ ସ୍ଥିତ ରିଜର୍ଭ ବ୍ୟାଙ୍କ୍ ରିଜଲନ୍ ଅଫିସ୍ ରେ ଏହି ନୁଆ ନୋଟ୍ ପ୍ରଥମଥର ଆରମ୍ଭ ହୋଇଥିଲା , ଓ ଏବେ ବହୁତ ଜଲଦି ଏହି ନୁଆ ନୋଟ୍ ବଜାରରେ ଉପଲ୍ଲବ୍ଧ ହୋଇଯିବ , ଏହି ନୁଆ ନୋଟ୍ ପୁରୁଣା ନୋଟ୍ ର ରଙ୍ଗରୁ ବହୁତ ପାର୍ଥକ୍ୟ ଅଛି, ଏହି ନୁଆ ନୋଟ୍ ହାଲକା ହଳଦିଆ ଓ ସବୁଜ ରଙ୍ଗର୍ ଅଛି, ଏହି ନୋଟ୍ ର ଆକାର ପୁରୁଣା ନୋଟ୍ ମୁକାବଲାରେ ୨୦ ପ୍ରତିଶତ ଛୋଟ ଅଛି, ଏହି ୨୦ ଟଙ୍କିଆ ନୋଟ୍ ରେ ବିଶ୍ୱ ଧରୋହର ଏଲୋରା ଗୁମ୍ପା ଫଟୋ ଅଛି, ଏହି ନୋଟ୍ ସଂବନ୍ଧରେ ରିଜର୍ଭ ବ୍ୟାଙ୍କ୍ ଏହା ସଫା ଭାବେ କହିଛନ୍ତି କି ନୁଆ ନୋଟ୍ ପୁରୁଣା ନୋଟ୍ ବଜାରରେ ଚାଲିବା ବନ୍ଧ ହୋଈ ଯିବ କି , ଏହି ନୋଟ୍ ରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର ଅଛି ।

ମହାତ୍ମା ଗାନ୍ଧୀଙ୍କ ସିରିଜ୍ ଦ୍ୱାରା ଜାରି ହୋଇଥିବା ଏହି ନୋଟ୍ ଏଲୋରା ଗୁମ୍ପାର ଫଟୋ ହୋଇଛି, ମହାରାଷ୍ଟ୍ରର ଓରଙ୍ଗାବାଦରେ ଏହା ସ୍ଥିତ ଅଛି, ଏଲୋରା ଗୁମ୍ପାରେ ୟୁଏନ୍ ସ୍କୋ ବିଶ୍ୱ ଧରୋହର ସାମିଲ୍ ଅଛି , ଏହି ଗୁମ୍ପାରେ ରାଷ୍ଟ୍ରକୁଟ ବଂଶ ଶାସକଙ୍କ ଦ୍ୱାରା ବନାଇଥିଲେ , ମହାରାଷ୍ଟ୍ରର ଓରଙ୍ଗାବାଦ ରେ ପ୍ରାୟ ୩୪ ଟି ଗୁମ୍ପା ଅଛି ,ଯାହାର ଲମ୍ବା ପ୍ରାୟ ୩୦ କିଲୋମିଟର ଅଛି, ୧୦୦ ଇସାପୂର୍ବ ଏହି ଗୁମ୍ପାଗୁଡିକ ନିର୍ମାଣ ହୋଇଥିଲା , ଏହି ଗୁମ୍ପାରେ ହିନ୍ଦୁ, ବୌଦ୍ଧ , ଜୈନ ମନ୍ଦିର ହୋଇଛି , ସେଥିରେ ୧୨ ଟି ବୌଦ୍ଧ ଗୁମ୍ପା ମାନ , ୧୭ ଟି ହିନ୍ଦୁ ଓ ୫ ଟି ଜୈନ ଗୁମ୍ପା ଅଛି, ଏହି ଗୁମ୍ପାଗୁଡିକରେ ମହାରାଷ୍ଟ୍ରର ପ୍ରମୁଖ କୈଳାସ ମନ୍ଦିର ଅଛି ,

Leave a Reply

Your email address will not be published. Required fields are marked *