ହିିନ୍ଦୁସ୍ଥାନ ର ଏହି ସ୍ଥାନ କୁ ଆସନ୍ତି ଦୁନିଆ ସାରା ର ମହିଳା,ଟଙ୍କା ଦେଇ ଗର୍ଭବତୀ ହେବକୁ,କାରଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ!!!

ଆପଣମାନେ ଜାଣି ଥିବେ ଦୁନିଆ ରେ ଅନେକ ପ୍ରଜାତି ର ଲୋକ ବାସ କରନ୍ତି।ଭିନ୍ନ ଭିନ୍ନ ପ୍ରଦାତି ର ଲୋକ ମାନଙ୍କ ଜୀବନଶୈଳୀ,ପ୍ରଥା,ରୀତିନୀତି ମଧ୍ଯ ଭିନ୍ନ ହୋଇଥାଏ।ଆପଣ ଦାଣନ୍ତି କି “ପ୍ଯାର ବ୍ଲଡ” ପ୍ରଜାତି ର ଲୋକ ଙ୍କୁ ଯାହାଙ୍କ ସ୍କିନ ଲାଇଟ, ଧଳା ବାଳ ଓ ନୀଳ ଆଖି ଥାଏ।

ଏହି ପ୍ରଜାତି ର ଲୋକ ବ୍ରାକପା ନାମ ରେ ପରିଚିତ।ଏମାନ ଙ୍କ ଉଚ୍ଚତା ଅନ୍ଯ ସାଧାରଣ ଲୋକ ଙ୍କ ଉଚ୍ଚତା ଠାରୁ ଅଧିକ।ବିଷେଷଞ ଙ୍କ ମତ ଅନୁଯାୟୀ ଏହି ଲୋକ ଆର୍ୟନ ସମ୍ପ୍ରଦାୟ ର ଅଟନ୍ତି।ଯାହାକି ଇତିହାସ ଅନୁଯାୟୀ ଏହି ପ୍ରଜାତି ର ଲୋକ ଙ୍କୁ ହିଟଲର ହତ୍ଯା କରି ଦେଉଥିଲେ।

ବିଷେଷଞ ଙ୍କ ମତାନୁଯାୟୀ ୧୯୯୧ ରେ ଏହି ପ୍ରଜାତି ର କେବଳ ୧୯୦୦ ଲୋକ ବନ୍ଚିଥିଲେ।ସେମାନେ ସାଧାରଣ ଲୋକ ଙ୍କ ଠାରୁ ଅଲଗା ହୋଇ ନିଜର ସମୁଦାୟ ବନାଇ ଥିଲେ।ସେଠାକୁ ଅନ୍ଯ ରୈଣସି ପ୍ରଜାତି ର ଲୋକ ଙ୍କୁ ଯିବାର ଅନୁମତି ନାହିଁ।ଏପରିକି ଟୁରିଷ୍ଟ ମାନଙ୍କୁ ମଧ୍ଯ।

ଅନ୍ଯ ପଖ୍ଯରେ ସରକାର ଏହାକୁ ଟୁରିଷ୍ଟ ପ୍ଲେସ ଭାବରେ ଘୋଷଣା କରିଛନ୍ତି।ଯାହା ଦ୍ବାରା ପର୍ଯ୍ଯଟକ ମାନେ ଏହି ଲୋକ ମାନଙ୍କୁ ଦେଖିବାକୁ ଆଗ୍ରହ ପ୍ରକାଶ କରିବେ।ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ ଯେ ଦୁନିଆ ସାରା ର ବହୁତ ମହିଳା ଟଙ୍କା ଦେଇ ଏଠାକାର ସ୍ଥାନୀୟ ଲୋକ ଙ୍କ ଦ୍ବାରା ଗର୍ଭବତୀ ହୁଅନ୍ତି।ତାଙ୍କ ଛୁଆ ଆର୍ୟନ ବଂଶଧର ହେଉ ବୋଲି।

Leave a Reply

Your email address will not be published. Required fields are marked *