ଚାନ୍ଦିର ମୁଦି ବରଦାନ ଅଟେ ଏହି ୩ଟି ରାଶିପାଇଁ, କଣ ଆପଣଙ୍କ ରାଶି ମଧ୍ୟ ଏହି ଭିତରେ ଆସୁଛିକି !!!!

ଆଜି ଆମେ ଆପଣଙ୍କୁ କହିବାକୁଯାଉଛୁ କି ଏହି ୩ଟି ରାଶିର ଲୋକମାନେ ଚାନ୍ଦିର ମୁଦି ଆଙ୍ଗୁଠିରେ ପିନ୍ଧିଲେ ବରଦାନଭଳି ହୋଇଥାଏ | ଯଦି ଆପଣଙ୍କ ରାଶି ଏହି ୩ଟି ରାଶି ମଧ୍ୟରୁ ଗୋଟେ ହୋଇଥିବ ତେବେ ଆପଣ ମଧ୍ୟ ବରାଦନର ଭାଗିଦାର ହୋଇପାରିବେ |

ଜ୍ୟୋତିଷ ଅନୁସାରେ ଚାନ୍ଦିରେ ଚନ୍ଦ୍ର ଓ ଶୁକ୍ର ଗ୍ରହର ଆଧିପତ୍ୟ ସ୍ଥାପିତ ହୋଇଥାଏ ଓ ଯେଉଁ ବ୍ୟକ୍ତି ଚାନ୍ଦିର ପ୍ରୟୋଗ କରିଥାଏ ତାହାର ଚନ୍ଦ୍ର ଓ ଶୁକ୍ର ଗ୍ରହ ମଜବୁତ ହୋଇଥାଏ | ଏହି ୩ଟି ରାଶିପାଇଁ ଚାନ୍ଦି ବହୁତ ଶୁଭ ଅଟେ | ଏଥିପାଇଁ ଏହି ୩ଟି ରାଶି ଥିବା ଲୋକମାନେ ଚାନ୍ଦିର ମୁଦି ପିନ୍ଧିବା ଦରକାର |

ଏହା ହେଉଛି ସେ ୩ଟି ରାଶି :-

କର୍କଟ, ବିଛା ଓ ମୀନ ରାଶିପାଇଁ ଚାନ୍ଦିର ମୁଦି ପିନ୍ଧିବା ଶୁଭ ମାନନ୍ତି | ଏହି ୩ଟି ରାଶି ଥିବା ଲୋକମାନେ ନିଜର ଦୈନିକ ଜୀବନରେ ଚାନ୍ଦିର ମୁଦି ପିନ୍ଧିପାରିବେ | ଏମାନଙ୍କ ଘରେ ସୁଖ-ଶାନ୍ତି ଆସେ ଓ ଧନ ସମ୍ପତି ମଧ୍ୟ ନିରନ୍ତର ବଢିଥାଏ |

Leave a Reply

Your email address will not be published. Required fields are marked *