ଫ୍ରିଜରେ ରଖିଥିବା ଲାଉକୁ ସକାଳେ ଦେଖିକି ଚିତ୍କାର କରିବାକୁ ଲାଗିଲେ ମହିଳା, ବଜାରରୁ ପନିପରିବା ଆଣୁଥିବା ଲୋକମାନେ ନିଶ୍ଚିତ ପଢନ୍ତୁ ।

ବଜାରରେ ଆଜିକାଲି ପନିପରିବାରେ କେମିକାଲ ଦେଖିବାକୁ ମିଳୁଛି । ପନିପରିବାରେ ଇଞ୍ଜେକ୍ସନ ଦେଲେ ସକାଳୁ ପାଚିକି ଖାଇବାପାଇଁ ପ୍ରସ୍ତୁତ ହୋଇଯାଉଛି । କିନ୍ତୁ ଗୋଟେ ପରିବାର ଏମିତିଆ ପନିପରିବା ଘରକୁ ଆଣିଲେ ଯାହା ତାଙ୍କୁ ମହଙ୍ଗା ପଡିଲା । ମହିଳା ସେହି ସମୟରେ ଆଶ୍ଚର୍ଯ୍ୟରେ ପଡିଲେ ଯେବେ ରାତିରେ ଫ୍ରିଜରେ ରଖିଥିବା ଲାଉ ସକାଳେ ହଠାତ ବଡ ସାଇଜରେ ମିଳିଲା ।

ମହିଳା ଜଣକ କହିଲେ କି, ସେ ରାତିରେ ଲାଉ କାଟିକି ଫ୍ରିଜରେ ରଖିଲେ ଓ ସକାଳେ ଫ୍ରିଜ ଖୋଲିକି ଦେଖିଲେ ହଠାତ ଲାଉର ସାଇଜ ବଡ ହୋଇଯାଇଛି । ଏମିତିରେ ମହିଳା ଜଣକ ଡ଼ରିକି ତାଙ୍କ ଅବସ୍ଥା ଖରାପ ହେଇଗଲା । ଫ୍ରିଜରେ ରଖିଥିବା ଲାଉର ସାଇଜ ବଡ ହେବାର ଘଟଣା ଏବେ ସୋସିଆଲ ମେଡିଆରେ ଭାଇରଲ ହେବାକୁ ଲାଗିଲା ।

ଶୁଣିକି ଆପଣମାନଙ୍କୁ ମଧ୍ୟ ଅଜବ ଲାଗୁଥିବ, କିନ୍ତୁ ଆଜିକାଲି ବଜାରରେ ଇଞ୍ଜେକ୍ସନ ଦିଆଯାଇଥିବା ପନିପରିବା ଆସୁଛି । ଏହି ଘଟଣା ଓକିଲଙ୍କ ଘରେ ହୋଇଛି । ଓକିଲ ଜଣକ କହିଲେ, ସେ ସବୁଦିନ ସନ୍ଧ୍ୟାରେ ଘଋକୁ ଗଲାବେଳେ ଭେଣ୍ଡି, କଲରା ନେଇକିଯାନ୍ତି ।

କିନ୍ତୁ ଦିନେ ତାଙ୍କ ସ୍ତ୍ରୀ ଲାଉ ଆଣିବା ପାଇଁ କହିଲେ । ସ୍ତ୍ରୀଙ୍କ ଇଛା ପୁରା କରିବା ପାଇଁ ଓକିଲ ଜଣକ ତା ପରଦିନ ସନ୍ଧ୍ୟାରେ ଘରକୁ ଗଲାବେଳେ ଲାଉ ନେଇକିଗଲେ ଓ ସ୍ତ୍ରୀ ତାଙ୍କ ସ୍ୱାମୀର ମନ ରଖିକି ଅଧା ଲାଉର ତରକାରୀ କଲେ ଓ ଆଉ ଅଧା ଫ୍ରିଜରେ ରଖିଦେଲେ । ଓକିଲଙ୍କ ସ୍ତ୍ରୀ ଯେତେବେଳେ ଫ୍ରିଜ ଖୋଲିକି ଦେଖିଲେ ଲାଉର ସାଇଜ ବଡ ହୋଇଯାଇଛି । ଏହା ଦେଖି ତାଙ୍କ ପାଟିରୁ ଚିତ୍କାର ବାହାରିଲା ।

ଶେଷରେ ପଡ଼ୋଶିମାନେ ଏହି ସମସ୍ୟାର ସମାଧାନ କଲେ :

ଓକିଲ ଓ ତାଙ୍କ ସ୍ତ୍ରୀଙ୍କର ଚିତ୍କାର ଶୁଣିକି ଆଖପାଖରୁ ଲୋକମାନେ ଆସିଲେ । ପଡୋଶୀମାନଙ୍କ ମଧ୍ୟରୁ ଜଣେ କହିଲେ ପ୍ରାୟ ସମୟରେ ପନିପରିବାର ସାଇଜ ବଢେଇବା ପାଇଁ ବେପାରୀମାନେ ଇଞ୍ଜେକ୍ସନର ବ୍ୟବହାର କରନ୍ତି । ସେଥିପାଇଁ ଲାଉର ସାଇଜ ବଢ଼ିଯାଇଥିବା କିନ୍ତୁ ଏହାର ଏପର୍ଯ୍ୟନ୍ତ ସ୍ପଷ୍ଟୀକରଣ ହୋଇନାହିଁ ।

Leave a Reply

Your email address will not be published. Required fields are marked *