page contents

ଦେଖନ୍ତୁ ଭିଡ଼ିଓ : ଭାରତ ର ଆକ୍ରମଣ ପରେ ପାକିସ୍ତାନ ମିଡ଼ିଆ ହେଲା ପାଗଳ, ରାଗି କି କରୁଛି ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ଗାଳି

ପୁଲବାମା ଆକ୍ରମଣ ର ୧୨ ଦିନ ପରେ ଭାରତ ପ୍ରତିଶୋଧ ନେଲା। ପୁଲୱାମା ଆତଙ୍କୀ ହମଲା ପରେ ଦେଶବାସୀ ଆକ୍ରୋଶର ଶିକାର ହୋଇ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପାକିସ୍ତାନକୁ ଏହି ଆତଙ୍କୀ ହମଲାର କଡା ଜବାବ ଦେବା ପାଇଁ ଦେଶବାସୀ କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ।

ଭାରତୀୟ ସେନା ପାକିସ୍ତାନର ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ଅଡ୍ଡାକୁ ଧ୍ବଂସ କରିଛି। କାଶ୍ମୀରରେ ଆତଙ୍କବାଦୀଙ୍କ ଅଡ୍ଡା ଉପରେ ୧୦୦୦ କିଲୋ ବୋମା ପକାଯାଇଥିଲା। ଏହି ଷ୍ଟ୍ରାଇକରେ ୧୨ ମୀରାଜ ୨୦୦୦ ଜେଟ ଭାଗ ନେଇଥିଲା।

ଏହି ଆକ୍ରମଣ ପରେ ସାରା ଭାରତରେ ଏବେ ହିନ୍ଦୁସ୍ତାନ୍‌ ଜିନ୍ଦାବାଦ୍‌ ବୋଲି ସ୍ଲୋଗାନ୍‌ ଶୁଭୁଛି। ସହିଦ ଯବାନ ପରିବାରଙ୍କ ଆଖିରୁ ଲୁହ ଶୁଖିବା ପୂର୍ବରୁ ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ। ଏହି ଆକ୍ରମଣରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ୪୦ ସହିଦଙ୍କ ଜବାବ ଭାରତ ୩୦୦ରେ ଦେଇଛି ବୋଲି ଏବେ ଚର୍ଚ୍ଚା ହେଉଛି।

ମାତ୍ର ପାକିସ୍ତାନ ମିଡ଼ିଆ ନିଜର ଦୋଷ ଲୁଚେଇବାକୁ ଯାଇ ଭାରତ ଉପରେ ମିଛ କହୁଛି ବୋଲି ଆରୋପ ଲଗେଇଛି, ପାକିସ୍ତାନ ମିଡ଼ିଆ ଏତେ ତଳକୁ ଖସି ଯାଇଛି ଯେ ସେ ଭାରତ ର ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ଡରପୋକ କହିଲା। ସେତିକି ନୁଁଝେ ଭାରତ ର ବୀର ସେନା କୁ ଭାଗୋଡା କହି ଖରାପ ସମ୍ଭୋଦିତ କଲା। ସେ ଏହା ମଧ୍ୟ କହିଲା କି ଭାରତୀୟ ସେନା ଡ଼ରିକି ଚାଲିଯିବାର ଟ୍ରେନିଙ୍ଗ ନେଇ କି ଆସିଥିଲା ଆଉ ଚାଲିଗଲା।

ଦେଖନ୍ତୁ ଭିଡ଼ିଓ : ଆଉ ଆପଣଙ୍କ ମତାମତ କମେନ୍ଟ ମାଧ୍ୟ୍ୟମରେ ନିଶ୍ଚିତ ଦିଅନ୍ତୁ।

One Response

  1. Pitabas palei

Reply