ଏୟାର ଷ୍ଟ୍ରାଇକ ପରେ ଭାରତ କଲା ବଡ ଖୁଲାସା, ଯାହାକୁ ଶୁଣି ସାରା ଦେଶରେ ଖୁସି ର ଲହରୀ ଖେଳିଗଲା

ଭାରତ ଭୋର ୩.୩୦ ସମୟରେ LOC ରେ ଆତଙ୍କୀ ସଂଗଠନ ମାନଙ୍କ ଉପରେ ବମ ପକେଇବାର ପୁଷ୍ଟି କରିସାରିଛି। ଭାରତ ଅଧିକାର ର ସହ କହିଲା କି ପାକିସ୍ତାନ ରେ ପଶି କି ଏୟାର ଷ୍ଟ୍ରାଇକ କରାଗଲା। ପ୍ରେସ କନଫରେନ୍ସେ ରେ କୁହାଗଲା କି ପାକିସ୍ତାନ କୁ ଆଗରୁ ଆତଙ୍କୀ ସଂଗଠନ ମାନଙ୍କ ବିଷୟରେ ସୂଚନା ଦିଆଯାଇଥିଲା। ମାତ୍ର ସେ କୌଣସି ଏକ୍ସନ ନେଲା ନାହିଁ। ତାପରେ ଆମେ ଆୟାର ଆଟାକ କରିବାକୁ ବାଧ୍ୟ ହେଲୁ, ଏହି ଆକ୍ରମଣ ରେ ବହୁତ ଗୁଡ଼ାଏ ଆତଙ୍କବାଦୀ ମୃତ ହେଇଗଲେ।

ଭାରତ କୁ ଖବର ମିଳିଥିଲା କି ଆତଙ୍କବାଦୀ ମାନେ ପୁଣି ହମଲା କରିବାର ପ୍ଲାନ ରେ ଅଛନ୍ତି, ଏହା ପରେ ଆମେ ନିଜର ପ୍ଳାନିଙ୍ଗ କଲୁ। ଵାଲାକୋଟ ରେ ଭାରତ ଯେଉଁ ଆତଙ୍କୀ ସଂଗଠନ ଉପରେ ଅରମାନ କଲା ତାକୁ ମାସୁଦ ଅଜହର ର ସମ୍ପର୍କୀୟ ଚଳାଉଥିଲା।

ଭାରତୀୟ ବାୟୁସେନା ର ପାଖାପାଖି ୧୨ ମୀରାଜ ୨୦୦୦ ଲାଡାକୁ ବିମାନ ମିଶି ପାକିସ୍ତାନ ସୀମା ପାର କରି ଆତଙ୍କବାଦୀ ମାନଙ୍କ କେମ୍ପ କୁ ନଷ୍ଟ କରିଦେଲା। ଧ୍ୱଂସ ହୋଇଥିବା ଆତଙ୍କବାଦୀ ଶିବିରଗୁଡ଼ିକ ମଧ୍ୟରେ ଜୈଶ-ଇ-ମହମ୍ମଦର ଶିବର ବି ରହିଥିବା ଜଣାପଡ଼ିଛି।

ପୁଲୱାମା ଆକ୍ରମଣ ଘଟଣାରେ ଏହି ଆତଙ୍କବାଦୀ ସଂଗଠନ ସାମିଲ ଥିଲା। ଏଥିରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିଲେ।ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୩ ଟା ୩୦ରୁ ବାୟୁ ସେନା ପକ୍ଷରୁ ଏହି ଅପରେଶନ୍‌ ଆରମ୍ଭ କରାଯାଇଥିଲା।

Leave a Reply

Your email address will not be published. Required fields are marked *