କେମିତି ହୋଇଥିଲା ରାଧାଙ୍କ ମୃତ୍ୟୁ, କାହିଁକି ଶ୍ରୀକୃଷ୍ଣ ଭାଙ୍ଗିଥିଲେ ନିଜର ବଇଁଶୀ ଆସନ୍ତୁ ଜାଣିବା

ରାଧା କୃଷ୍ଣଙ୍କ ପ୍ରେମ କାହାଣୀ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ,ସବୁଠୁ ବେଶୀ ଭଲପାଇବା ଏବଂ ଜିଏ କି ପ୍ରେମ କଣ ତାହା ଆରମ୍ଭ କରିଥିଲେ।ସିଏ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ।ରାଧା କୃଷ୍ଣଙ୍କ ପ୍ରେମ ବହୁତ ଅଧିକ ପ୍ରଚଳିତ ଥିଲା।କୁହାଯାଏ କି ଶ୍ରୀକୃଷ୍ନକୁ ଏହି ଦୁଇଟି ଜିନିଷ ବହୁତ ପ୍ରିୟ ଥିଲା କୃଷଙ୍କୁ।

ଯେଉଁ ପ୍ରକାରରେ ରାଧା ଆଉ କୃଷ୍ଣଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ସେଥିରେ କୃଷ୍ଣଙ୍କ ବଇଁଶୀ ର ଭୂମିକା ବେଶି ଥିଲା,କାରଣ କୃଷ୍ଣ ଯେବେ ବଇଁଶୀ ବଜାଉଥିଲେ ସେତେବେଳେ ହିଁ ରାଧା କୃଷ୍ଣଙ୍କ ଉପରେ ଆକର୍ଷିତ ହେଉଥିଲେ ,ଏହି ବଇଁଶୀ ସହ ହିଁ ରାଧା କୃଷ୍ଣଙ୍କ ପ୍ରେମ ର ଗଣ୍ଠି ଜଡ଼ିତ ଥିଲା।କୃଷଙ୍କୁ ବଇଁଶୀ ଆଉ ରାଧା ବହୁତ ପ୍ରିୟ ଥିଲେ।

ମନ୍ଦିର ବା କୌଣସି ଜାଗାରେ କୃଷ୍ଣଙ୍କ ଫୋଟ ଦେଖିବାକୁ ମିଳେ ତାହେଲେ ବଇଁଶୀ ଆପଣ ନିଶ୍ଚୟ ଦେଖିବାକୁ ପାଇବେ।ପୁରାଣ ଆଉ ଗ୍ରନ୍ଥରେ ଆପଣ ମାନେ ପଢିଥିବେ କି ଯେତେବେଳଠୁ କଂସ ବଳରାମ ଏବଂ କୃଷ୍ଣଙ୍କ ଡାକିଥିଲେ ସେତେବେଳଠୁ କୃଷ୍ଣ ଆଉ ରାଧା ଅଲଗା ହୋଇଥିଲେ। ଶ୍ରୀକୃଷ୍ଣଙ୍କୁ ମଥୁରା ଯିବାକୁ ପଡିଲା ସେଥିପାଇଁ ମଥୁରା ଦୁଃଖିଥିଲା ।ରାଧାଁ କୃଷ୍ଣଙ୍କ ମନରେ କଣ ଚାଲିଛି ତାହା ଜାଣିଥିଲେ ସେଥିପାଇଁ ସେ କୃଷ୍ଣଙ୍କୁ ଆଲଲାବୀଦା କହି ବିଦା ବି କରିଥିଲେ, କିନ୍ତୁ ଶ୍ରୀକୃଷ୍ଣ ଆଉ ଫେରିକି ଆସିନଥିଲେ ,କାରଣ ଶ୍ରୀ ଶ୍ରୀକୃଷ୍ଣ ରୃକ୍ମଣୀଙ୍କୁ ବାହା ହେଇସାରିଥିଲେ । ରୃକ୍ମଣୀ ଶ୍ରୀକୃଷ୍ଣଙ୍କୁ ବହୁତ ପ୍ରେମ କରୁଥିଲେ ।

ରୃକ୍ମଣୀ ଶ୍ରୀକୃଷ୍ନଙ୍କୁ ଏତେ ପ୍ରେମ କରୁଥିଲେ ଯେ ସେ ତାଙ୍କର ଭାଇଙ୍କ ବିରୋଧରେ ଯାଇଥିଲେ |ଶ୍ରୀ କୃଷ୍ଣ ,ରୁକ୍ମଣୀ ମିଶିଥିଲେ ଏକ ଚିଠି ଜରିଆରେ |ଆଉ ଏହି ଚିଠି ରୁକ୍ମଣୀ ହିଁ ଶ୍ରୀକୃଷ୍ଣକୁ ଦଇଥିଲେ |ଆଉ ସେଇଟା ଏକ ପ୍ରେମ ପତ୍ର ଥିଲା |ଆଉ ସେଇ ଚିଠିରେ ରୁକ୍ମଣୀ ଶ୍ରୀକୃଷ୍ଣଙ୍କ ସହ ମିଶିବା ପାଇଁ ଅନୁରୋଧ କରିଥିଲେ |ଆଉ ତା ପରେ ଶ୍ରୀକୃଷ୍ଣ ରୁକ୍ମଣୀ ସହ ବିବାହ କରିଥିଲେ |

ଆହୁରି ଏପରି ଭିନ୍ନ ଭିନ୍ନ ପୋଷ୍ଟ ପାଇଁ ଆମର ପେଜ କୁ Like କରନ୍ତୁ ଏବଂ ପୋଷ୍ଟ ଟିକୁ Share କରିବା ପାଇଁ ଜମା ଭୁଲିବେନି |

2 Comments on “କେମିତି ହୋଇଥିଲା ରାଧାଙ୍କ ମୃତ୍ୟୁ, କାହିଁକି ଶ୍ରୀକୃଷ୍ଣ ଭାଙ୍ଗିଥିଲେ ନିଜର ବଇଁଶୀ ଆସନ୍ତୁ ଜାଣିବା”

Leave a Reply

Your email address will not be published. Required fields are marked *